Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଦଳିଲେ ନୟାଗଡ଼ ଜିଲ୍ଲାର ଦୁଇ ଏସଡିପିଓ, ଜଣେ ଡ଼ିଏସସ୍ପି

by ସଞ୍ଜୟ ସ୍ୱାଇଁ
February 7, 2025
in Breaking, Nayagarh
ଫ୍ଲାଇଂ ସ୍କ୍ୱାର୍ଡ ଟିମ୍‌ ଜବତ କଲା କୋଟିଏ ଟଙ୍କା
785
VIEWS
Share on FacebookShare on Twitter

ଆସିଲେ ତିନି:ଗଲେ ତିନି 

ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ପୋଲିସ ମୁଖ୍ୟାଳୟରେ ବଡ଼ ଧରଣର ଅଦଳ ବଦଳ ହୋଇଛି l ରାଜ୍ୟରେ ନୂତନ ସରକାର ଗଢିବା ପରେ ବଦଳି ପକ୍ରିୟା ଜାରି ରଖିଛି l ତେବେ ଆଜି ଏସଡ଼ିପିଓ ସ୍ତରରେ ଅଦଳ ବଦଳି କରାଯାଇଛି l ରାଜ୍ୟର ବିଭିନ୍ନ ଜିଲ୍ଲାର 107ଜଣ ଡ଼ିଏସସ୍ପି ଓ ଏସ୍ଡ଼ିପିଓ ବଦଳି କରାଯାଇଛି l ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଏସଡିପିଓ ସୁଦର୍ଶନ ଗଙ୍ଗୋଇଙ୍କୁ କେନ୍ଦୁଝର ସଦର ଏସଡ଼ିପିଓ ଭାବେ ବଦଳି କରାଯାଇଥିବା ବେଳେ ଜଗତସିଂହପୁର ପୋଲିସ ମୁଖ୍ୟାଳୟର ଡ଼ିଏସସ୍ପି ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କୁ ନୟାଗଡ଼ ଏସଡିପିଓ ଭାବେ ନିଯୁକ୍ତ କରାଯାଇଛି l ସେହିପରି ଖଣ୍ଡପଡ଼ା ଏସଡ଼ିପିଓ ବିମଳ କୁମାର ମଲ୍ଲିକଙ୍କୁ କଳାହାଣ୍ଡି ହୋମ ଗାର୍ଡ ଡ଼ିଏସସ୍ପି ଭାବେ ବଦଳି କରାଯାଇଥିବା ବେଳେ ଭିଜିଲାନ୍ସ ଡ଼ିଏସସ୍ପି ମଦନ ମୋହନ ପ୍ରଧାନଙ୍କୁ ଖଣ୍ଡପଡ଼ା ଏସଡ଼ିପିଓ ଭାବେ ନିଯୁକ୍ତ କରାଯାଇଥିବା l ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିକ୍ୟୁରିଟି ଅଫିସର ଦୀପ୍ତିକାନ୍ତ ପ୍ରଧାନଙ୍କୁ ଶରଣକୁଳ ଏସଡ଼ିପିଓ ନିଯୁକ୍ତ କରାଯାଇଥିବା ବେଳେ ନୟାଗଡ଼ର ଡ଼ିଏସସ୍ପି ହେମନ୍ତ ରାଓଙ୍କୁ ବିରାମହାରାଜପୁରର ଏସଡ଼ିପିଓ ଭାବେ ବଦଳି କରାଯାଇଛି l ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!