Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରଣପୁରରେ ଫଲସ୍ ବିଲ୍‌, ପୂର୍ବତନ ବିଡିଓ ଓ କର୍ମଚାରୀଙ୍କ ନାଁରେ ଏତଲା

by ସଞ୍ଜୟ ସ୍ୱାଇଁ
January 18, 2025
in Nayagarh, State
ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
374
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୋଠା ମରାମତି ନାଁରେ ୧ ଲକ୍ଷ ୬୨ ହଜାର ଟଙ୍କାର ଫଲସ୍ ବିଲ ହୋଇଥିବା ନେଇ ଆଜି ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପୂର୍ବତନ ବିଡିଓ ଓ କର୍ମଚାରୀଙ୍କ ନାଁରେ ଏତଲା ଦେଇଛନ୍ତି । ରଣପୁର ବ୍ଲକରେ କୋଠା ମରାମତି ନାଁରେ ୧ ଲକ୍ଷ ୬୨ ହଜାର ଟଙ୍କାର ଏକ ଫାଇଲ ଖୋଲା ଯାଇଥିଲା । ମରାମତି କରିବା ବଦଳରେ ଉକ୍ତ ଅର୍ଥରେ ଏସି ଓ ଇନ୍‌ଭୋଟର ଲଗା ଯାଇଥିବା ନେଇ ବିଲ୍ କରାଯାଇଛି । ଏପରିକି ବିଲ୍ ଗୁଡ଼ିକ ସଂଗ୍ରହ ହୋଇଥିବା ଦୋକାନର ଜିଏସ୍‌ଟି ନମ୍ବରରେ ତାଳ ମେଳ ନଥିବା ଅଧ୍ୟକ୍ଷାଙ୍କ ନଜରକୁ ଆସିଛି । ଯେଉଁ ସଂସ୍ଥାରୁ କୋଟେସନ୍ ସଂଗ୍ରହ କରା ଯାଇଛି, ତାହା ମଧ୍ୟ ନକଲି ବୋଲି ଅଧ୍ୟକ୍ଷାଙ୍କ ନଜରକୁ ଆସିଛି । ସିଧା ସଳଖ ଭାବେ କୈାଣସି କାମ ନକରି ଏହି ଅର୍ଥକୁ ଚଳୁ କରାଯାଇଥିବା ଅଧ୍ୟକ୍ଷା ଥାନାରେ ଏତଲା ଦେଇଛନ୍ତି । ବ୍ଲକ ପୂର୍ବତନ ବିଡିଓ ଜ୍ୟୋତି ପ୍ରକାଶ ସେଠୀ, ଜେଇ ଚିତ୍ତରଞ୍ଜନ ମିଶ୍ର, ଏଇଇ ଜ୍ଞାନେନ୍ଦ୍ର ପାଢ଼ୀ, କ୍ୟାସିୟର ଅର୍ଜ୍ଜୁନ ପ୍ରଧାନ, କିରାଣୀ ସତ୍ୟନାରାୟଣ ନରେନ୍ଦ୍ର ସିଂଙ୍କ ନାମରେ ଏହି ଏତଲା ଦିଆଯାଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!