Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଙ୍କିଆ ରୁ ତହସିଲଦାର ଙ୍କ ଦ୍ଵାରା ପଥରକଟା ମେସିନ୍ ଜବତ

by ସଞ୍ଜୟ ସ୍ୱାଇଁ
January 13, 2025
in Crime, Nayagarh, State
ଜଙ୍କିଆ ରୁ ତହସିଲଦାର ଙ୍କ ଦ୍ଵାରା ପଥରକଟା ମେସିନ୍ ଜବତ
234
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ଲଘୁଜାତ ଖଣିଜ ପଦାର୍ଥ ର ଅନେକ ବେଆଇନ ଖଣି ଚାଲିଛି। ଖଣି ନିତୀ ପରିବର୍ତ୍ତନ ପରେ ଲଘୁଜାତ ଖଣିଜ ପଦାର୍ଥର ଦାୟିତ୍ଵ ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗ କୁ ଚାଲିଯାଇଥିଲା। ଖଣି ବିଭାଗ କର୍ମଚାରୀ ଅଭାବ ଆଳ ଦେଖାଇ ଚୁପ୍ ରହିଥିଲେ। ବିଶେଷତ ଖଣି ଗୁଡ଼ିକ ଚାନ୍ଦପୁର ଥାନା ଅଞ୍ଚଳରେ ରହିଛି। ତେଣୁ ଚାନ୍ଦପୁର ଥାନା ପୋଲିସ୍ କୁ ହାତ କରି ଖଣି ମାଫିଆ ମାନେ ମାଙ୍କଡ଼ା ପଥର ଲୁଟି ଚାଲିଥିଲେ।

ଏବେ ଲଘୁଜାତ ଖଣିଜ ପଦାର୍ଥ ରାଜସ୍ୱ ବିଭାଗ ହାତକୁ ଆସି ନଥିଲେ ମଧ୍ୟ ଆବାଦଯୋଗ୍ୟ ଅନାବାଦୀ ସରକାରୀ ଚୋରା ଖଣି ଚାଲୁଥିବାରୁ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ଭଦମନ ପଦକ୍ଷେପ ଆରମ୍ଭ କରି ଝାରପଡ଼ା ରାଜସ୍ୱ ମଣ୍ଡଳ ଜଙ୍କିଆ ଚୋରା ମାଙ୍କଡ଼ା ପଥର ଖଣି ରେ ପୋଲିସ ସହଯୋଗ ନେଇ ଜାନୁଆରୀ ୧୩ ତାରିଖ ସନ୍ଧ୍ୟା ରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏକ ପଥରକଟା ମେସିନ୍ ଜବତ କରିଥିବା ଜଣାପଡିଛି। ଅନ୍ଧାର ର ସୁଯୋଗ ନେଇ ପଥର କଟାଳି ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ତହସିଲଦାର ସର୍ଭଦମନ ଙ୍କ ଏଭଳି ଚଢ଼ାଉ ଦେଖି ଚୋରା ମାଙ୍କଡ଼ା ପଥର କଟାଳି ମାନେ ଭୟଭୀତ ହୋଇ ପଡିଥିବା ଜଣାପଡିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!