Saturday, October 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇୱା ଧକ୍କାରେ ବୟସ୍କ ବ୍ୟକ୍ତି ଗୁରୁତର :ଏସଡିପିଓଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତା ରୋକ 

by ସଞ୍ଜୟ ସ୍ୱାଇଁ
November 30, 2024
in Accident, Breaking, Nayagarh
କଲଭର୍ଟରେ ପିଟି ହେଲା ବାଇକ୍, ୨ ମୃତ
398
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସକାଳର ବଡ଼ ଖବର l ହାଇୱା ଧକ୍କାରେ ବୟସ୍କ ବ୍ୟକ୍ତି ଗୁରୁତର l ବୟସ୍କ ବ୍ୟକ୍ତି ଜଣଙ୍କ ଘର ପାଣିକୋଇଲା ଗାଁର କାହ୍ନୁ ଚରଣ ବୋଲି ଜଣାପଡିଛି l ତେବେ ହାଇୱାକୁ ଧରିବା ପାଇଁ ଚାପ୍ପା ଉତ୍ତେଜନା ଦେଖା ଦେବା ସହ ପାଣିପୋଇଲା ଛକ ଠାରେ ରାସ୍ତା ରୋକ ଯାଇଥିବା ଜଣାପଡିଛି l ସୂଚନାନୁସାରେ, ନୟାଗଡ଼ ସଦର ଥାନା ଅନ୍ତର୍ଗତ ପାଣିପୋଇଲା ଗ୍ରାମର 50ବର୍ଷିୟ ବ୍ୟକ୍ତି କାହ୍ନୁ ଚରଣ ଘରୁ ବାହାରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ହାଇୱା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଛି l ତେବେ ଘଟଣା ସ୍ଥଳରେ କାହ୍ନୁ ଚରଣଙ୍କ ଗୁରୁତର ହୋଇଥିବା ବେଳେ ପରିବାର ଲୋକ କାହ୍ନୁଙ୍କୁ ଜିଲ୍ଲା ମୁଖ୍ୟ ସିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ l ତେବେ ପରିବାର ଲୋକ ହାଇୱାକୁ ଧରିବା ପାଇଁ ଦାବି କରି ପାଣିପୋଇଲା ଛକ ଠାରେ ରାସ୍ତା କରିଛନ୍ତି ପରିବାର ଲୋକ l ଖବର ପାଇ ସଦର ଥାନା ଆଇଆଇସି ବିଜୟା ସାହୁ ଓ ନୟାଗଡ଼ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶୃତି ଦେବା ପରେ ରାସ୍ତା ରୋକ ହଟିଥିବା ସୂଚନା ମିଳିଛି l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!