Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସ୍‌ଏମ୍‌ଏସ୍ ଗଲେ ମିଳିବ କୋଭିଡ୍‌-୧୯ ଟିକା

by ସଞ୍ଜୟ ସ୍ୱାଇଁ
January 14, 2021
in Feature News
ଏସ୍‌ଏମ୍‌ଏସ୍ ଗଲେ ମିଳିବ କୋଭିଡ୍‌-୧୯ ଟିକା
135
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପଞ୍ଜିକୃତ କରିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଖକୁ ଯିବ ଏସ୍‌ଏସମ୍‌ଏସ୍ । ଏସ୍‌ଏମ୍‌ଏସ୍ ଜରିଆରେ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀମାନେ କେଉଁଠି ଓ କେତେବେଳେ ଟିକା ଦିଆଯିବ ସେ ନେଇ ସୂଚନା ମିଳିବ ଏବଂ ଏସ୍‌ଏମ୍‌ଏସ୍ ଦେଖାଇଲେ ମିଳିବ କୋଭିଡ୍‌-୧୯ ଟିକା । ଟିକାକରଣ ଚୁଠାନ୍ତ ପ୍ରସ୍ତୁତି ପରେ, ଏ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣ୍‌ିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନାନୁସାରେ, ଆସନ୍ତା ୧୬ତାରିଖରେ ସବୁ ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ ହେବ । ସେହିଦିନ ସକାଳେ ଭ୍ୟାକ୍‌ସିନ୍ ଦେବା ପାଇଁ ପ୍ରତି ସେସନ୍‌ରେ ଅଲଗା ଅଲଗା ଟିକାକରଣ ଟିମ୍ ନିୟୋଜିତ କରାଯିବ । ଏହି ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବା ପରେ ଟିକାକରଣ କରାଯିବ । ଟିକାକରଣ ନେବାକୁ ଥିବା ସ୍ୱାସ୍ଥଥକର୍ମୀଙ୍କ ପାଖକୁ ଆଜି ଏକ ଏସ୍‌ଏମ୍‌ଏସ୍ ଯିବ । ଉକ୍ତ ଏସ୍‌ଏମ୍‌ଏସ୍‌ରେ ଟିକାକରଣର ତାରିଖ, ସମୟ ଓ କେଉଁ ସ୍ଥାନରେ ଦିଆଯିବ ତାହା ଉଲ୍ଲେଖ କରାଯିବ । ୧୬ ତାରିଖ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋଭିଡ୍‌-୧୯ ଟିକାକରଣ ଦିଆଯିବ । କୋଭିଡ୍‌-୧୯ ଟିକା ନେବା ପରେ ୩୦ମିନିଟ୍ ପର୍ଯ୍ୟନ୍ତ ଅବ୍‌ଜର ଭେସନ୍‌ରେ ରଖାଯିବ ଏବଂ ବ୍ୟକ୍ତିମାନଙ୍କୁ ଗୋଟାଏ ପ୍ରକାରର ଟିକା କୋଭିସିଲଡ୍ ଦିଆଯିବ । ପ୍ରଥମ ଟିକା ନେବାର ୨୮ଦିନ ପରେ ୨ୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!