Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା ଅଣ୍ଡର ୧୯ରେ କ୍ରିକେଟ ଟିମରେ ରୁଦ୍ର

by ସଞ୍ଜୟ ସ୍ୱାଇଁ
October 16, 2024
in Nayagarh, Sports, State
ଓଡ଼ିଶା ଅଣ୍ଡର ୧୯ରେ କ୍ରିକେଟ ଟିମରେ ରୁଦ୍ର
598
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ିଶା ରାଜ୍ୟ ୧୯ ବର୍ଷରୁ କମ କ୍ରିକେଟ ଟିମରେ ସାମିଲ ହେଲେ ରୁଦ୍ର ନାରାୟଣ ଲେଙ୍କା । ସେ ଅଲରାଉଣ୍ଡର ଖେଳାଳି ଭାବେ ଓଡ଼ିଶା ଟିମରେ ସାମିଲ ହୋଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ରୁଦ୍ର ନାରାୟଣଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସୂଚାନୁସାରେ, ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ନାଟୁଗାଁ ପଞ୍ଚାୟତ ଅଧୀନରେ ଥିବା ସଜନପଡା ଗ୍ରାମର ଗୋବର୍ଦ୍ଧନ ଲେଙ୍କା ଓ ନଳିନୀ ପ୍ରଭା ଲେଙ୍କାଙ୍କ ପୁତ୍ର ରୁଦ୍ର ନାରାୟଣ ଲେଙ୍କା । ପିଲାଟି ଦିନରୁ ଖେଳ ପ୍ରତି ଆକୃଷ୍ଟ ଥିବାରୁ ବାପା ଗୋବର୍ଦ୍ଧନ ପୁଅ ରୁଦ୍ର ନାରାୟଣଙ୍କୁ କ୍ରୀଡ଼ା ଏକାଡେମୀ ଭର୍ତ୍ତି କରିଥିଲେ । ତେବେ ଆଜି ଓଡ଼ିଶା ରାଜ୍ୟ ୧୯ ବର୍ଷରୁ କମ କ୍ରିକେଟ ଟିମରେ ଅଲରାଉଣ୍ଡର ଖେଳାଳି ଭାବେ ରୁଦ୍ର ନାରାୟଣ ସାମିଲ ହୋଇଛନ୍ତି । ଏବଂ ଆଗାମୀ ଦିନରେ ଓଡ଼ିଶା ପାଇଁ ଖେଳି ରାଜ୍ୟ ଓ ଜିଲ୍ଲା ପାଇଁ ଗୌରବ ଆଣିବେ ରୁଦ୍ର ନାରାୟଣ ବୋଲି ପରିବାର ଲୋକ ଓ ପଞ୍ଚାୟତବାସୀ ଆଶା ପ୍ରକଟ କରିଛନ୍ତି । ଓଡ଼ିଶା ୧୯ ବର୍ଷରୁ କମ କ୍ରିକେଟ ଟିମରେ ସାମିଲ ହେବା ପରେ ପଞ୍ଚାୟତର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!