Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରିବାରିକ କଳହର କରୁଣ ପରିଣତି, ଦେଶୀ ବନ୍ଧୁକ ଗୁଳିରେ ନାବାଳକ ଆହତ

by ସଞ୍ଜୟ ସ୍ୱାଇଁ
October 13, 2024
in Crime, State
ପାରିବାରିକ କଳହର କରୁଣ ପରିଣତି,  ଦେଶୀ ବନ୍ଧୁକ ଗୁଳିରେ ନାବାଳକ ଆହତ
102
VIEWS
Share on FacebookShare on Twitter

ଟାଙ୍ଗୀ, (ବାଘୁଆବାର୍ତ୍ତା): ଖୋରଧା ଜିଲ୍ଲା ଟାଙ୍ଗୀ ଥାନା ଦୀକ୍ଷିତପଡାରେ ଫୁଟିଲା ଗୁଳି। ପାରିବାରିକ କଳହର କରୁଣ ପରିଣତି। ଦେଶୀ ବନ୍ଧୁକ ଗୁଳିରେ ନାବାଳକ ଆହତ। ଗତକାଲି କେଳା ସାମ୍ପ୍ରଦାୟର ଦୁଇ ଭାଇ ମଧ୍ୟରେ କୌଣସି କାରଣକୁ ନେଇ ହୋଇଥିଲା ବଚସା। ସାନ ଭାଇ ଏକ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲା ବଡ଼ ଭାଇ ଉପରକୁ । କିନ୍ତୁ ଲକ୍ଷ ଭେଦ ବିଛୁତି ହୋଇ ଗୁଳିଟି ଦେହରେ ନବାଜି ଗୁଳି ବାଜିଲା କାନ୍ଥରେ। କାନ୍ଥରୁ ଗୁଳି ଛିଟିକି ଯାଇ ପାଖରେ ଥିବା ଜଣେ ନାବାଳକ ଦେହରେ। ଏବେ ଆହତ ନାବାଳକ ସୁସ୍ଥ ଥିବା ଜଣା ପଡିଛି। ଖବର ପାଇ ଟାଙ୍ଗୀ ପୋଲିସ ତୁରନ୍ତ ଦୁଇ ଭାଇଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରି। ଅଧିକ ତଦନ୍ତ ଆରମ୍ଭ କରୁଛି। ଗିରଫ ଦୁଇ ଭାଇ ହେଲେ ରବି ନାୟକ ୧୯ ବର୍ଷ ଓ ଶିବ ନାୟକ ୨୧ ବର୍ଷ । ଉଭୟ କେଳା ସାମ୍ପ୍ରଦାୟର ଲୋକ। ଏହି ସାମ୍ପ୍ରଦାୟର କିଛି ବିଶୃଙ୍ଖଳିତ ଲୋକ ବିଗତ ଦିନରେ ସ୍ଥାନୀୟ ଅଞ୍ଚଳରେ ଚୋରି, ଡକାୟତି ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର‌୍ୟ୍ୟରେ ଲିପ୍ତ ଥିବା ବହୁ ନଜିର ରହିଛି। ଏଣୁ ପୋଲିସ ଏହି ଘଟଣା କୁ ଗୁରୁତର ସହ ନେଇ ତଦନ୍ତ କଲେ ଆହୁରି ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!