Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ସହର ମଧ୍ୟରୁ ୪୦ କେଜି ଗଞ୍ଜେଇ ଜବତ

by Anil Panda
October 6, 2020
in Nayagarh
ନୟାଗଡ଼ ସହର ମଧ୍ୟରୁ ୪୦ କେଜି ଗଞ୍ଜେଇ ଜବତ
1.4k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ପିଡବ୍ଲ୍ୟୁଡି ବଙ୍ଗଳଠାରୁ ଆଜି ପୁଲିସ ୩୯ କେଜି ୮ ଶହ ଗ୍ରାମ ଗଞ୍ଜେଇ ଏବଂ ଏକ କାରକୁ ଜବତ କରିବା ସହ ୩ ଜଣଙ୍କୁ ଧରିଥିବା ଜଣାଯାଇଛି । ସୂଚନାନୁସାରେ, ଆଜି ଟାଉନଥାନା ପୁଲିସ ଖମାରିସାହି ନିକଟରେ ପ୍ରେଟୋଲିଂ କରୁଥିବା ବେଳେ ଏକ ସାଣ୍ଟ୍ରୋକାର ବେପରୁଆ ଭାବେ ଆସୁଥିବାରୁ ପ୍ରେଟୋଲିଂ ଟିମ୍ ଥାନାକୁ ଖବର ଦେଇଥିଲେ । ଫଳରେ ଏହି କାରକୁ ଧରିବାକୁ ଟାଉନଥାନା ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳ ଡାକବଙ୍ଗଳାଠାରେ ତାଙ୍କ ଟିମ୍ ସହ ପ୍ରସ୍ତୁତ ହୋଇ ରହିଥିଲେ । ସେ କାର ଅଟକାଇବା ବେଳକୁ ଗାଡ଼ି ଚାଲୁଥିବା ଅବସ୍ଥାରେ ତିନିଜଣ ବ୍ୟକ୍ତି ସେଥିରୁ ଦୈାଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ଫଳରେ ପଛରୁ ପିଛା କରୁଥିବା ଏସ୍‌ଆଇ ସ୍ମୃତିରଂଜନ ମହାନ୍ତିଙ୍କ ଟିମ୍ ଗଞ୍ଜେଇ ଚାଲାଣକାରୀମାନଙ୍କୁ କାବୁ କରି ନେଇଥିବା ସୂଚନା ମିଳିଛି । ଏହି ୩ ଜଣ ବ୍ୟକ୍ତି କନ୍ଧମାଳ ଜିଲ୍ଲାର ଏବଂ ସେମାନେ କନ୍ଧମାଳରୁ ଭୂବନେଶ୍ୱର ଗଞ୍ଜେଇ ଚାଲାଣ କରୁଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି । ଆସନ୍ତାକାଲି ପଚରାଉଚରା ପରେ ସମସ୍ତ ତଥ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!