Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଘଟଣାରୁ ବର୍ତ୍ତିଲେ ବନ କର୍ମଚାରି : ୫ ଶାଳ ଗଣ୍ଡି ଜବତ

by Anil Panda
August 25, 2020
in Nayagarh
ଦୁର୍ଘଟଣାରୁ ବର୍ତ୍ତିଲେ ବନ କର୍ମଚାରି : ୫ ଶାଳ ଗଣ୍ଡି ଜବତ
1.6k
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ବନାଚଂଳ ଅନ୍ତର୍ଗତ ବାହାଡ଼ାଝୋଲା ବେତନଟି ଅଂଚଳରୁ ବନପାଳ ସରୀତା ବରାଳଙ୍କ ଦ୍ୱାରା କଟା ଯାଇଥିବା ୫ଟି ଶାଳଗଣ୍ଡି ଜବତ ହୋଇଛି । ଜବତ କାଠର ମୁଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣା ଯାଇଛି । ବନକର୍ମଚାରୀମାନେ ୨ଟି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ଯାଇଛନ୍ତି । ସୂଚନାନୁସାରେ, ଜଙ୍ଗଲରେ କାଠ କଟା ଯାଉଥିବା ଖବରପାଇ ବାହାଡ଼ାଝୋଲା ବନପାଳ ସରୀତା ବରାଳ ସହକର୍ମିମାନଙ୍କୁ ସାଙ୍ଗରେ ନେଇ ନାଲିଆମ୍ବା ଜଙ୍ଗଲ ଭିତରକୁ ପଶୁଥିବା ବେଳେ ଚୋରାକାଠ କଟାଳିମାନେ କାଟୁଥିବା ଶାଳଗଛ ଜଙ୍ଗଲ ମଧ୍ୟକୁ ନପଡ଼ି ରାସ୍ତା ଉପରକୁ ପଡିଥିଲା । ବନକର୍ମଚାରୀଙ୍କ ଗାଡି ପାର ହେବାର ନିମିଷକ ପୂର୍ବରୁ ଗଛଟି ରାସ୍ତା ଉପରକୁ ପଡିଥିବା ବେଳେ ଗୋଟିଏ ବିପଦରୁ ବର୍ତି ପାର ହେଉଥିବା ବେଳେ ଅନ୍ଧାର ଯୋଗୁଁ ଗଛବାଜି ୧୧କେଭି ଜୀବନ୍ତ ତାର ଛିଡି ତଳେ ପଡିଥିବା ବନକର୍ମଚାରୀମାନେ ଯାଣି ପାରିନଥିଲେ । ଜଣେ କର୍ମଚାରୀଙ୍କୁ ବିଦ୍ୟୁତ୍ କରେଂଟ୍ ଲାଗିବାରୁ ତାର ଛିଣ୍ଡିଥିବା ଯାଣି ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ବିଦ୍ୟୁତ ସଂଯୋଗ ବିଛିନ୍ନ ହେବା ପରେ ଗଛ ନିକଟରେ ପହଁଚିବା ବେଳକୁ ଚୋରା କଟାଳି ଓ ବ୍ୟବସାୟୀମାନେ ଘଟଣାସ୍ଥଳରୁ ଚାଲିଯାଇଥିଲେ । କାଠ ଜବତ କରାଯାଇଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!