Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାନ୍ଦପୁର ଗସ୍ତରେ ଆର୍‌ଡିସି

by Sanjay Swain
August 6, 2020
in Nayagarh, Planning and Development, State
ଚାନ୍ଦପୁର ଗସ୍ତରେ ଆର୍‌ଡିସି
688
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନା ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଏଥିସହିତ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇଛି । ଗତ କିଛିଦିନଧରି ଆର୍‌ଡିସି ଅନିଲ କୁମାର ସାମଲ ବିଭିନ୍ନ ସମୟରେ ନୟାଗଡ଼ ଗସ୍ତ କରି କୋଭିଡ୍ ସମ୍ପର୍କୀୟ ସମସ୍ତ ତଥ୍ୟ ଏବଂ ଏହାର ତଦାରଖ ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ଅଞ୍ଚଳ ଗସ୍ତକରି କୋଭିଡ୍ କେୟାର ହସ୍‌ପିଟାଲ, କୋଭିଡ୍‌କେୟାର ସେଣ୍ଟର ବୁଲି ଦେଖିଥିଲେ । ଜିଲ୍ଲାରେ କରୋନାର ସ୍ଥିତି କିପରି ଅଛି ଏହାର ତଦାରଖ କରି ଆସୁଛନ୍ତି । ଆଜି ଚାନ୍ଦପୁରଠାରେ ଅବସ୍ଥିତ କୋଭିଡ୍‌କେୟାର ହସ୍‌ପିଟାଲକୁ ପରିଦର୍ଶନରେ ଆସିଛନ୍ତି । ଚାନ୍ଦପୁର କୋଭିଡ୍‌କେୟାର ହସ୍‌ପିଟାଲକୁ ଭୁବନେଶ୍ୱର ସମ୍ ହସ୍‌ପିଟାଲ ପରିଚାଳନା କରୁଥିବାରୁ ଏହାର ସମ୍ପୂର୍ଣ୍ଣ ତଥ୍ୟ ନେଇଛନ୍ତି । ଏଥିସହିତ ଜିଲ୍ଲାରେ କରୋନା କିପରି ହ୍ରାସ ପାଇବ ସେଥିପ୍ରତି ଗୁରୁତ୍ୱ ଦେବା ସହ ସାଧାରଣ ଜନତା ସରକାରୀ ନିୟମକୁ ମାନି ଚଳିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷଚନ୍ଦ୍ର ରାୟ, ସମ୍ ହସ୍‌ପିଲାଟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଚାନ୍ଦପୁର କୋଭିଡ୍ ହସ୍‌ପିଟାଲରେ ଥିବା ରୋଗୀଙ୍କ ସମସ୍ୟା ଏବଂ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ଯୋଦ୍ଧାମାନଙ୍କର ଭଲମନ୍ଦ ବୁଝୁଛନ୍ତି ।

 

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!