Tuesday, September 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଂଚିରିଡା ମାନପୁର ୫ ଦିନ ସଟଡାଉନ୍

by ସଞ୍ଜୟ ସ୍ୱାଇଁ
August 6, 2020
in Breaking, Nayagarh
ବିପଦରେ ୩ ଶହ ଜୀବନ : ଭିଏଲ୍‌ଡବ୍ଲ୍ୟୁ ଆସୁ ନାହାନ୍ତି, ବିଡିଓ କଥା ହୋଇଛନ୍ତି
1.3k
VIEWS
Share on FacebookShare on Twitter

ନୟାଗଡ (ବାଘୁଆବାର୍ତ୍ତା): ଓଡଗାଁ ବ୍ଲକ୍ ଅନ୍ତର୍ଗତ ପଂଚିରିଡା ମାନପୁର ଗ୍ରାମ ପଂଚାୟତର ପ୍ରତ୍ୟେକ ରାଜସ୍ୱ ଗ୍ରାମ ଯଥାକ୍ରମେ ପଂଚିରିଡା ମାନପୁର ଓ ପଂଚିରିଡା ପାଇକବାଡର ସମସ୍ତ ଗ୍ରାମକୁ ୫ ଦିନ ପର୍ଯ୍ୟନ୍ତ ସଟଡାଉନ୍ କରାଯାଇଛି । ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି, ପଂଚିରିଡା ମାନପୁର ଗ୍ରାମର ଜଣେ ବ୍ୟକ୍ତି ବିଶେଷଙ୍କୁ କୋଭିଡ୍ -୧୯ ପଜେଟିଭ୍ ଚିହ୍ନଟହୋଇ ମୃତ୍ୟୁବରଣ କରିଛନ୍ତି ଯାହାକି ଶରଣକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ରିପୋର୍ଟ ଆସିଛି । ଏଣୁ ଗୋଷ୍ଠି ସଂକ୍ରମଣର ପ୍ରତିକାର ନିମନ୍ତେ ଆସନ୍ତା ତା-୦୬.୦୮.୨୦୨୦ ରିଖ (ଗୁରୁବାର) ସକାଳ ୬ ଘଟିକା ଠାରୁ ତା- ୧୦.୦୮.୨୦୨୦ ରିଖ (ସୋମବାର) ପର୍ଯ୍ୟନ୍ତ ପଂଚିରିଡା ମାନପୁର ଗ୍ରାମପଂଚାୟତର ସମସ୍ତ ୧୧ ଗୋଟି ଓାର୍ଡକୁ ସର୍ଟ ଡାଉନ୍ ଘୋଷଣା କରାଯାଇଅଛି । ଏଥି ନିମନ୍ତେ ସମସ୍ତ ସରକାରି ଓ ବେସରକାରି କାର୍ଯ୍ୟାଳୟ ବନ୍ଦ୍ ରହିବା ସହିତ ସମସ୍ତ ରାଜସ୍ୱ ଗ୍ରାମର ଦୋକାନ୍ ବଜାର ବନ୍ଦ ରହିବ । କୋଭିଡ୍‌-୧୯ ର ନୀତି ନିୟମକୁ ଅନୁପାଳିତ କରିବା ନିମନ୍ତେ ଅବଗତ କରାଗଲା ଏବଂ ଜରୁରିକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ନିମନ୍ତେ ଜନସାଧାରଣ ସହଯୋଗ କରିବାକୁ ଅନୁରୋଧ । ସ୍ଥାନୀୟ ସରପଂଚ ମନୋଜ ସାହୁ ଉକ୍ତ ପଂଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!