Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୀପକ ଶ୍ରେଷ୍ଠ ଏସ୍‌ଆଇ, ତୁଷାର ଶ୍ରେଷ୍ଠ କନେଷ୍ଟବଳ

by ସଞ୍ଜୟ ସ୍ୱାଇଁ
July 20, 2020
in Breaking, Nayagarh
ଦୀପକ ଶ୍ରେଷ୍ଠ ଏସ୍‌ଆଇ, ତୁଷାର ଶ୍ରେଷ୍ଠ କନେଷ୍ଟବଳ
179
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ପୁଲିସ ବିଭାଗ ଚଳିତ ବର୍ଷର ଜିଲ୍ଲା ପୁଲିସ ପୁରସ୍କାର ପ୍ରଦାନ କରିଛି । ଆଜି ପୁଲିସ ମୁଖ୍ୟାଳୟରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର ଚଳିତ ବର୍ଷର ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ଗଣିଆ ଥାନାରେ କାର୍ଯ୍ୟରତ ଓଆଇସି ତଥା ଏସ୍‌ଆଇ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଏସ୍‌ଆଇ ଭାବେ ପୁରସ୍କତ କରାଯାଇଥିବା ବେଳେ ହରହର ସାମନ୍ତରାୟଙ୍କୁ ଶ୍ରେଷ୍ଠ ଏଏସ୍‌ଆଇ, ବିଶ୍ୱ ମୋହନ ମହାନ୍ତିଙ୍କୁ ଶ୍ରେଷ୍ଠ ହାବିଲ୍‌ଦାର, ତୁଷାରକାନ୍ତ ନାୟକଙ୍କୁ ଶ୍ରେଷ୍ଠ କନେଷ୍ଟବଳ, ଅଶୋକ କୁମାର ଦୋରାଙ୍କୁ ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ, ଭାସ୍କର ଚନ୍ଦ୍ର ସାହୁଙ୍କୁ ଶ୍ରେଷ୍ଠ ଏପିଆର୍ ଭାବେ ପୁରସ୍କୃତ କରାଯାଇଛି । ଅପ୍ରେଲ ପହିଲା ପୁଲିସ ପ୍ରତିଷ୍ଠ ଦିବସରେ ପ୍ରତ୍ୟେକ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ମାତ୍ର କରୋନା କଟକଣା ପାଇଁ ଚଳିତ ବର୍ଷ ପ୍ରତିଷ୍ଠା ଦିବସ ପାଳିତ ହୋଇନଥିବାରୁ ଆଜି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ଶ୍ରେଷ୍ଠତ୍ୱ ଅର୍ଜ୍ଜନ ପୁଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!