Tuesday, November 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଲିଗଲେ ‘ଫୁଲ ଆଣିଛି ଫୁଲବାଣୀରୁ’ର ଗାଁ ମୁଖିଆ

by Anil Panda
July 16, 2020
in Feature News
ଚାଲିଗଲେ ‘ଫୁଲ ଆଣିଛି ଫୁଲବାଣୀରୁ’ର ଗାଁ ମୁଖିଆ
237
VIEWS
Share on FacebookShare on Twitter

ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ନିକଟବର୍ତ୍ତୀ ନନ୍ଦିଘୋର ନିକଟବର୍ତ୍ତୀ ଯାତ୍ରାବରପାଟଣା ଗ୍ରାମର ରାଜ୍ୟସ୍ତରୀୟ କଳାକାର, ନାଟ୍ୟ ନିର୍ଦ୍ଦେଶକ ରଘୁନାଥ ପାତ୍ରଙ୍କ ଆଜି ହୃଦଘାତରେ ପରଲୋକ ଘଟିଛି । ଆଜି ସେ ନିଜ ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ । ତାଙ୍କ ସଙ୍ଗେ ସଙ୍ଗେ ଶରଣକୂଳ ଡାକ୍ତରଖାନା ନିଆ ଯିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମା ମଙ୍ଗଳା, କଳିଙ୍ଗ ଅପେରା ନାଟକରେ ଦୀର୍ଘ ୧୬ ବର୍ଷମଧ୍ୟରେ ୫୦ରୁ ଉଦ୍ଧ୍‌ର୍ବ ନାଟକରେ ଅଭିନୟ କରିଥିବା ଏହି କଳାକାର ଫୁଲ ଆଣିଛି ଫୁଲବାଣୀରୁ ନାଟକରେ ଫୁଲର ବାପା ତଥା ଗା ମୁଖିଆ ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ୧୯୯୬ ମସିହାରେ ତାଙ୍କୁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ କଳାକାର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ଅଧୁନା ସେ ଏହି ଅଂଚଳର ଜଣେ ଦକ୍ଷ ନାଟ୍ୟ ନିର୍ଦ୍ଦେଶକ ଭାବେ ପରିଚୟ ଲାଭ କରିଥିଲେ । ତାଙ୍କର ମୃତ୍ୟୁରେ ଅଂଚଳରେ ଗଭୀର ଶୋକର ଚାୟା ଖେଳି ଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!