Wednesday, November 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଏସଆଇ ଏଲିଶା ଲୁଗୁନ୍ ମୃତ୍ୟୁ ଘଟଣାରେ ଆସିଲା ରିପୋର୍ଟ

by ସଞ୍ଜୟ ସ୍ୱାଇଁ
October 21, 2023
in Crime, State
ଏଏସଆଇ ଏଲିଶା ଲୁଗୁନ୍ ମୃତ୍ୟୁ ଘଟଣାରେ ଆସିଲା ରିପୋର୍ଟ
95
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଏଏସଆଇ ଏଲିଶା ଲୁଗୁନ୍ ଙ୍କ ମୃତ୍ୟୁ ଘଟଣା । ଆସିଲା ଲୁଗୁନ୍ ଙ୍କ ଶବ ବ୍ୟବଛେଦ ରିପୋର୍ଟ । ରିପୋର୍ଟରେ ଉଲ୍ଲେଖ ରହିଛି ଉତ୍ତେଜିତ ହୋଇ ଅତ୍ୟଧିକ ପ୍ରଳାପ କାରଣରୁ ଶ୍ୱାସରୁଦ୍ଧ ଉଲ୍ଲେଖ । ଶ୍ୱାସରୁଦ୍ଧରୁ ଏଲିଶା ଲୁଗୁନ୍‌ଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାର ତନାଘନା କରୁଛି ଏଚଆରପିସି । ହୋଟେଲ ଅନୁରାଗର ମ୍ୟାନେଜର ଦିନେଶ ରାଏଙ୍କୁ ଏଚଆରପିସି ଜେରା କରୁଛି । ଏଚଆରପିସି ଡିଏସ୍‌ପି ବନିତା ମାଝୀ ହୋଟେଲ ମ୍ୟାନେଜରଙ୍କୁ ଜେରା କରିଛନ୍ତି । ୧୬୧ ଧାରାରେ ବୟାନ ରେକର୍ଡ ସହ ଅଡିଓ-ଭିଡିଓ ରେକର୍ଡ କରାଯାଇଛି । ତେବେ ଅଗଷ୍ଟ ୧୬ ତାରିଖ ରାତିରୁ ୧୭ ତାରିଖ ଅପରାହ୍ନ ପର‌୍ୟ୍ୟନ୍ତ ସୁସ୍ମିତା ମିଞ୍ଜ ହୋଟେଲ ଅନୁରାଗରେ ଥିଲେ । ଶୁକ୍ରବାର ରାତି ପାଖାପାଖି ୮ଟାରେ ରାଉରକେଲା ଗୁରୁଦ୍ୱାର ରୋଡ୍‌ରେ ଥିବା ହୋଟେଲ ଅନୁରାଗରେ ଏଚଆରପିସି ଟିମ୍ ପହଞ୍ଚିଥିଲା । ଗତ ଅଗଷ୍ଟ ୧୬ ତାରିଖ ସକାଳୁ ୧୭ ତାରିଖ ଅପରାହ୍ନ ପର‌୍ୟ୍ୟନ୍ତ ହୋଟେଲ ଅନୁରାଗରେ ସୁସ୍ମିତା ମିଞ୍ଜ ରହିଥିଲେ । ହୋଟେଲ ଅନୁରାଗର କର୍ମଚାରୀ ଓ ମ୍ୟାନେଜରଙ୍କୁ ଜେରା କରିବା ସହ ସେମାନଙ୍କ ଠାରୁ ଏଚଆରପିସି ଅନେକ ତଥ୍ୟ ଓଗାଳିଥିଲା । ପୂର୍ବରୁ ଏହି ଘଟଣାରେ ମୃତ ସୁସ୍ମିତା ମିଞ୍ଜଙ୍କ ସ୍ୱାମୀଙ୍କୁ ଏଚଆରପିସି ଜେରା କରିଥିଲା । ସୁସ୍ମିତା ମିଞ୍ଜଙ୍କ ସ୍ୱାମୀ ସୁଶୀଲ ଟପ୍ନୋ । ଏଚଆରପିସି ଡିଏସ୍‌ପି ବନିତା ମାଝୀ ନିଜେ ସାମ୍ନାସାମ୍ନି ଜେରା କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!