Thursday, November 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଓ କଫ୍ ସିରଫ୍ ଜବତ, ୪ ଗିରଫ

by ସଞ୍ଜୟ ସ୍ୱାଇଁ
August 16, 2023
in Crime, Nayagarh, State
ଗଞ୍ଜେଇ ଓ କଫ୍ ସିରଫ୍ ଜବତ, ୪ ଗିରଫ
380
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୭ କେଜି ୫ ଶହ ଗ୍ରାମ ଗଞ୍ଜେଇ ଓ କଫ୍ ସିରଫ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଅବକାରୀ ବିଭାଗ ମୋବାଇଲ୍ ସ୍ୱାର୍ଡ଼ ନୂଆଗାଁ ଥାନା ଜଗନ୍ନାଥପ୍ରସାଦ କନ୍ଦଳବ ଗ୍ରାମର ରାକେଶ ଘଡ଼େଇଙ୍କ ପତ୍ନୀ ଟିକିନା ଘଡ଼େଇଙ୍କୁ ଗିରଫ କରିବା ସହ ୫ କେଜି ଗଞ୍ଜେଇ ଜବତ କରିଛି । ସେହିଭଳି ଭାବେ ସ୍ୱାର୍ଡ଼ ୬ କେଜି ଗଞ୍ଜେଇ ଜବତ କରିବା ସହ କନ୍ଧମାଳ ଜିଲ୍ଲାର ଅଭୟ ଦିଗାଲ୍‌ଙ୍କ ପତ୍ନୀ ଅନିତା ଦିଗାଲଙ୍କୁ ଗିରଫ କରିଛି । ଅନ୍ୟ ଏକ ମାମଲାରେ ସ୍ୱାର୍ଡ଼ ୬.୫ କେଜି ଗଞ୍ଜେଇ ଜବତ କରିଥିବା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଲକ୍ଷ୍ମୀଧର ଗୁରାଣ୍ଡିଙ୍କ ପୁଅ ଜଗନ୍ନାଥ ଗୁରାଣ୍ଡିଙ୍କୁ ଗିରଫ କରିଛି । ନୟାଗଡ଼ ସହର ନାରାୟଣୀ ପାର୍କ ସାମ୍ନାରୁ ୫୪ ବୋତଲ କଫ୍ ସିରଫ୍ ଜବତ କରିଥିବା ବେଳେ ରାଜବଗିଚାର ଦୁଃଶାସନ ମହାରଣାଙ୍କ ପୁଅ ରୁଦ୍ରମାଧବ ମହାରଣାଙ୍କୁ ଗିରଫ କରିଛି । ଅବକାରୀ ଇନ୍ସିପେକ୍ଟର ଭକ୍ତବତ୍ସଳ ବର୍ମା, ଓଆଇସି ସଦର ଦୀପକ କୁମାର ଜେନାଙ୍କ ନେତୃତ୍ୱରେ ଏହି ଧରପଗଡ଼ ହୋଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!