Friday, June 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଡ଼ ଭଉଣୀ ବଦଳରେ ମନ ପାଇଲା ସାନଭଉଣୀ

by Anil Panda
June 6, 2020
in Crime
ବଡ଼ ଭଉଣୀ ବଦଳରେ ମନ ପାଇଲା ସାନଭଉଣୀ
62
VIEWS
Share on FacebookShare on Twitter

୧୭ ବର୍ଷିୟା ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

ନୟାଗଡ଼, (ବାଘୁଆବାର୍ତ୍ତା) : ଆଜି ଗୋଟିଏ ନାବାଳିକା ବିବାହକୁ ଅଟକାଇଛି ଚାଇଲ୍ଡ ଲାଇନ । ସୂଚନାନୁସାରେ, ଖଣ୍ଡପଡ଼ା ସହରରେ ଜଣେ ନାବାଳିକାର ଆସନ୍ତାକାଲି ବିବାହ ହେବାକୁ ଥିବାର ଖବରପାଇ ଚାଇଲ୍ଡ ଲାଇନ ଓ ଆଇସିଡିଏସ୍ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନାବଳିକା ବିବାହକୁ ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି । ଏହି ନାବାଳିକାଙ୍କ ବଡ଼ ଭଉଣୀ ପାଇଁ ଖୋର୍ଦ୍ଧା ବାଶେଳୀସାହିର ରଂଜନ ବେହେରାଙ୍କ ପ୍ରସ୍ତାବ ପଡ଼ିଥିଲା । ମାତ୍ର ବଡ଼ ଭଉଣୀ ମନ ନପାଇବାରୁ ସାନ ଭଉଣୀ ସହ ବିବାହ ସ୍ଥିର ହୋଇଥିଲା । ଆସନ୍ତାକାଲି ନାବାଳିକାର ବିବାହ ହେବାକୁ ଥିବା ବେଳେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି । ଆସନ୍ତାକାଲି ସିଡବ୍ଲ୍ୟୁସିରେ ହାଜର କରାଯିବା ବୋଲି ଜଣାଯାଇଛି । ଏଥିସହିତ ନାବାଳିକାଙ୍କ ପରିବାର ପକ୍ଷରୁ ବିବାହ ନକରିବା ପାଇଁ ଏକ ଲିଖିତ ପ୍ରତିଶୃତି ଗ୍ରହଣ କରାଯାଇଛି । ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ରଶେଖର ବେହେରାମ ସୁଜାତା ବେହେରା, ଖଣ୍ଡପଡ଼ା ଥାନା ଏସଆଇ ପ୍ରଫୁଲ ଦେଓ, ସନ୍ତୋଷିନୀ ପାଣି ପ୍ରମୂଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!