Sunday, November 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ସୂଚନାରେ ଜିଲ୍ଲାକୁ ଆସିବେ ହଜାରେ, ପ୍ରଶାସନର ମୁଣ୍ଡ ବିନ୍ଧା

by ସଞ୍ଜୟ ସ୍ୱାଇଁ
May 24, 2020
in Feature News
ବିନା ସୂଚନାରେ ଜିଲ୍ଲାକୁ ଆସିବେ ହଜାରେ, ପ୍ରଶାସନର ମୁଣ୍ଡ ବିନ୍ଧା
22
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବିନା ସୂଚନାରେ ଫେରୁଥିବା କିଛିମାତ୍ର ଫେରନ୍ତାଙ୍କ ପାଇଁ ପ୍ରଶାସନ ଚିନ୍ତାଗ୍ରସ୍ତ ରହୁଥିବା ବେଳେ ଏବେ ବିନା ସୂଚନାରେ ଜିଲ୍ଲାକୁ ଏକ କାଳୀନ ହଜାରେରୁ ଉର୍ଦ୍ଧ୍ୱ ବ୍ୟକ୍ତି ଫେରିବାର ସମ୍ଭାବନା ରହିଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଛି । ସୂଚନାନୁସାରେ, ରାଜ୍ୟକୁ ୨୦ରୁ ଉର୍ଦ୍ଧ୍ୱ ଟ୍ରେନ ବାହାର ରାଜ୍ୟରୁ ଆସୁଛି । ମୁଖ୍ୟତଃ ତେଲେଙ୍ଗାନାରୁ ୧୨ଟି ଟ୍ରେନ ଯୋଗେ ୨୦ ହଜାର ପ୍ରବାସୀ ରାଜ୍ୟକୁ ବିନା ସୂଚନାରେ ଆସୁଥିବାର ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି । ଯେଉଁଥିପାଇଁ ରାଜ୍ୟ ସରକାରଙ୍କର ମଧ୍ୟ ମୁଣ୍ଡବ୍ୟଥା ଆରମ୍ଭ ହୋଛି । ବିନା ସୂଚନାରେ ଆସୁଥିବା ପ୍ରବାସୀମାନଙ୍କୁ କୈାଣସି ସରକାରୀ ସହାୟତା ନମିଳିବା ପାଇଁ ମଧ୍ୟ ସୂଚନା ଦେଇଛନ୍ତି । ମୁଖ୍ୟତଃ ଏହି ଟ୍ରେନ ଗୁଡ଼ିକ ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ଼, ଟିଟିଲାଗଡ଼ ଷ୍ଟେସନମାନଙ୍କରେ ଅଟକିବାର ବ୍ୟବସ୍ଥା କରାଯାଇଛି । ନୟାଗଡ଼ ଜିଲ୍ଲାକୁ ଏକ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ବିନା ସୂଚନାରେ ଆସୁଥିବାରୁ ଜିଲ୍ଲା ପ୍ରଶାସନର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ପ୍ରଶାସନିକ ସ୍ତରରେ ବିଭିନ୍ନ ଯାଗାକୁ ବସ ପଠାଇବାର ବନ୍ଦୋବସ୍ତ କରାଯାଇଛି । ହଠାତ୍ ଏତେ ଲୋକ ବିନା ସୂଚନାରେ ଆସୁଥିବାରୁ ସେମାନଙ୍କ କ୍ୱାରେଣ୍ଟାଇନ୍‌ରେ ରହିବା, ସ୍ୱାବ ସଂଗ୍ରହ ଆଦି ବ୍ୟବସ୍ଥା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!