Sunday, April 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶାଶୁ ବୋହୂ କଳି:ଶାଶୁକୁ ହତ୍ୟା ଅଭିଯୋଗ 

by ସଞ୍ଜୟ ସ୍ୱାଇଁ
April 20, 2023
in Breaking, Crime, Nayagarh
ଶାଶୁ ବୋହୂ କଳି:ଶାଶୁକୁ ହତ୍ୟା ଅଭିଯୋଗ 
621
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଚମ୍ପତ୍ତିପୁର ପୋଡ଼ାସାହିରେ ଶାଶୁ ବୋହୂ ଝଗଡା l ଶାଶୁର ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ ଶାଶୁ ଜଣଙ୍କ ହେଉଛନ୍ତି ସଂସାରୀ ବରାଡ଼ଙ୍କ ସ୍ତ୍ରୀ ରମାମଣୀ ବରାଡ଼ l ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଚମ୍ପତ୍ତିପୁର ପୋଡ଼ାସାହିର ସଂସାରୀ ବରାଡ଼ଙ୍କ ସ୍ତ୍ରୀ ରମାମଣୀ ବରାଡ଼ଙ୍କ ସହ ତାଙ୍କ ବୋହୂଙ୍କ ସହ ଝଗଡା ହୋଇଆସୁଥିଲା l ଗତକାଲି ରାତିରେ ଝଗଡା ଉଗ୍ର ରୂପ ନେଇଥିବା ବେଳେ ଆଜି ସକାଳୁ ଘର ଭିତରୁ ଶାଶୁ ରମାମଣୀଙ୍କ ମୃତ ଶରୀର ଦେଖିବାକୁ ପାଇଥିଲେ ପାଖ ପଡୋଶୀ l

ତେବେ ରମାମଣୀଙ୍କୁ ମୁଁହରେ ଲୁଗା ଗୁଡ଼ାଇ ଅଣନିଶ୍ୱାସ କରି ମାରିଦେଇଥିବା ନେଇ ଅଭିଯୋଗ ହୋଇଛି l ଗୋଟିଏ ପଟେ ପାଖ ପଡୋଶୀଙ୍କ ଅଭିଯୋଗ ହେଉଥିବା ବେଳେ ଆଉ ଗୋଟିଏ ପଟେ ରମାମଣୀଙ୍କ ସ୍ୱାମୀ, ପୁଅ ବୋହୂ ସମସ୍ତେ ଫେରାର ହୋଇଯାଇଥିବା ନେଇ ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି l ଏନେଇ ଇଟାମାଟି ପୋଲିସ ଖବର ପାଇ ଚମ୍ପତ୍ତିପୂରରେ ପହଞ୍ଚି ଶବ ଜବତ କରି ଶବ ବେବଚ୍ଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ସିକିତ୍ସାଳୟରେ ରଖିଥିବା ସୂଚନା ମିଳିଛି l ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!