Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା: ଜନ୍ମଦେଇ ମା’ ଛାଡିଦେଲା

by ସଞ୍ଜୟ ସ୍ୱାଇଁ
May 17, 2020
in Crime, Health
କରୋନା: ଜନ୍ମଦେଇ ମା’ ଛାଡିଦେଲା
24
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ମହାମାରିରେ ଦେଶ କବଳିତ ହେଉଛି । ଏପରିକି କରୋନା ଅନେକ ଲୋକଙ୍କର ଠିକଣା ବଦଳାଇ ଦେଇଛି । କେଉଁଠି ଶ୍ରମିକ ମାଡ ଖାଇଲାଣି ତ, ଅନ୍ୟ କିଏ ଚାଲି ଚାଲି ମୃତ୍ୟୁମୁଖରେ ପଡିଲାଣି । କେଉଁଠି କେଉଁଠି ଦୁର୍ଘଟଣାରେ ମୃତ ଘଟିଲାଣି । ସବୁଠାରୁ ଅତି ଦୁଃଖଦ ଘଟଣା ଘଟିଛି ପ୍ରବାସୀ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇ ସ୍ନେହ ମମତା ଭୁଲି ଛୁଆଟିକୁ ଛାଡି ଚାଲିଗଲା । ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ଯନ୍ତ୍ରଣାର ସୀମା ଟପିବାକୁ ବସିଲାଣି । ସ୍ନେହମମତା ଭୁଲି ମହିଳା ଜଣକ ଅନ୍ୟ ଶ୍ରମିକଙ୍କ ଚାପରେ ବାଧ୍ୟହୋଇ ନିଜ ଜନ୍ମିତ ଛୁଆକୁ ରାସ୍ତାରେ ଛାଡିଦେଇ ଚାଲିଗଲା । ମା\’ତାକୁ ସାଙ୍ଗରେ ନେବାକୁ ଚାହୁଁଥିଲେ ମଧ୍ୟ ଅନ୍ୟ ସାଥୀଙ୍କର ଯନ୍ତ୍ରଣା ତାକୁ ଅଧିକ କଷ୍ଟ ଦେଲା । ସୂଚନା ଅନୁସାରେ ଝାଡ଼ଖଣ୍ଡରୁ ଛତିଶଗଡ଼ କିଛି ପ୍ରବାସୀ ମହିଳା ଓ ପୁରୁଷ ଚାଲିଚାଲି ଯାଉଥିବା ବେଳେ ରାଉରକେଲାର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସାନନୂଆଗାଁ ଅଞ୍ଚଳରେ ଆସିଛି ଏପରି ଅଭାବନୀୟ ଘଟଣା । ସ୍ଥାନୀୟ ଲୋକ ଜନ୍ମିତ ଶିଶୁଟିକୁ ଦେଖିବା ପରେ ଘରକୁ ନେଇଥିଲେ । ଏଥିସହିତ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇ ଶିଶୁଟିର ଯତ୍ନ ନେଇଥିଲେ । ସ୍ଥାନୀୟ ଚାଇଲ୍ଡ ଲାଇନ୍‌କୁ ଖବର ଦେବାପରେ ଦିଶା ଅନୁଷ୍ଠାନ ପକ୍ଷରୁ ଶିଶୁଟିର ଲାଳନ ପାଳନ କରାଯାଉଛି । ନବଜାତ ଶିଶୁଟିର ସ୍ୱାସ୍ଥ୍ୟଅବସ୍ଥା ଭଲ ଅଛି ।

Leave a Reply Cancel reply

Your email address will not be published. Required fields are marked *

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!