Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରେ ୯ ମାସର ଗର୍ଭବତୀ ପତ୍ନୀ, ଦଶମ ଶ୍ରେଣୀ ଛାତ୍ରୀକୁ ଧରି ସ୍ୱାମୀ ଫେରାର

by ସଞ୍ଜୟ ସ୍ୱାଇଁ
April 11, 2023
in Crime, State
ଘରେ ୯ ମାସର ଗର୍ଭବତୀ ପତ୍ନୀ, ଦଶମ ଶ୍ରେଣୀ ଛାତ୍ରୀକୁ ଧରି ସ୍ୱାମୀ ଫେରାର
145
VIEWS
Share on FacebookShare on Twitter

ମନମୁଣ୍ଡା, (ବାଘୁଆବାର୍ତ୍ତା): ମନମୁଣ୍ଡା ଥାନା ଝିଙ୍କରପାଲି ଗ୍ରାମର ଜଣେ ବିବାହିତ ତାଙ୍କର ଗର୍ଭବତୀ ପତ୍ନୀଙ୍କୁ ଛାଡି ଜଣେ ନାବାଳିକାକୁ ଅପହରଣ କରି ପଳାଇଥିବା ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ, ଝିଙ୍କରପାଲି ଗ୍ରାମର ସନତ ଖଟୁଆ ସୋମବାର ରାତିରେ ଏହି ଥାନା ଅଂଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ(ନାବାଳିକା)ଙ୍କୁ ଅପହରଣ କରି ଫେରାର ହୋଇଯାଇଛି। ଏନେଇ ନାବାଳିକାଙ୍କ ବାପା ମଙ୍ଗଳବାର ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।ସନତ ଜଣେ ବିବାହିତା ଓ ତାଙ୍କ ପତ୍ନୀ ୯ ମାସର ଗର୍ଭବତୀ ତଥା ଆସନ୍ନ ପ୍ରସବା। ସନତ ତାଙ୍କ ପତ୍ନୀଙ୍କ ଠାରୁ ଅଧିକ ଯୌତୁକ ବାବଦକୁ ବାପ ଘରୁ ନଗଦ ୧ ଲକ୍ଷ ଟଙ୍କା ଆଣିବାକୁ ଦାବି କରି ମାନସିକ ଓ ଶାରୀରିକ ନିର‌୍ୟ୍ୟାତନା ଦେଉଥିଲେ। ଏମିତିକି ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ଏବଂ ଦ୍ଵିତୀୟ ବିବାହ କରିବ ବୋଲି କହିଥିଲେ ବୋଲି ସନତଙ୍କ ଶ୍ବଶୁର ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!