
ଓଡ଼ଗାଁ(ବାଘୁଆବାର୍ତ୍ତା): ଆଜି ଦିବା ୨ଟା ୪୫ମିନିଟ ସମୟରେ ସୁଆର ସାହି ଏବଂ ନରେନ୍ଦ୍ରପୁର ମିଲ ଛକରେ ଅଜଣା ଡମ୍ଫର ଧକ୍କାରେ ୬ ଜଣଙ୍କର ମୃତ୍ୟୁ ଘଟିଅଛି ।ମୃତକ ୬ ଜଣ ହେଲେ ରାଜେଶ ମହାପାତ୍ର (୧୭)ଗୁଡ଼ିଆ ସାହି,ସୁବାସିନୀ ସାହୁ (୪୨),ସରୋଜିନୀ ସାହୁ (୩୫),ନୀଳକଣ୍ଠ ମହାରଣା (୮୦)ସୁଆର ସାହି,କାଜଲ ମହାରାଣା(୧୫)ସୁଆର ସାହି ,ପଦ୍ମଲୋଚନ ସାହୁ (୩୦)ନରେନ୍ଦ୍ରପୁର ଅଟନ୍ତି ।

ଉକ୍ତ ମୃତକ ମଧ୍ୟରୁ ୩ ଜଣ ପୁରୁଷ ଏବଂ ୩ ଜଣ ମହିଳା ଅଟନ୍ତି । ଉକ୍ତ ଡ଼ମ୍ଫରଟି ଆର.କେ.ଡି କନଷ୍ଟ୍ରକ୍ସନ ବୋଲି ପ୍ରାରମ୍ଭିକ ସ୍ତରରୁ ସୂଚନା ମିଳିଅଛି ।







