Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ଟି ପ୍ରଭାବ, ନୟାଗଡ଼ରେ ଗଡ଼ିଲା ଆଉ ଏକ ମୁଣ୍ଡ

by ସଞ୍ଜୟ ସ୍ୱାଇଁ
November 15, 2019
in Breaking, Nayagarh, Politics, State

Notice: Trying to access array offset on value of type bool in /home/thecvdsw/baghuabarta.com/wp-content/themes/jnews/class/Single/SinglePost.php on line 1000
18
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କ ମୋ ସରକାର ଓ ୫ଟି ପ୍ରଭାବ ନୟାଗଡ଼ ଜିଲ୍ଲାରେ ବେଶ ପ୍ରଭାବ ପକାଇଛି । ଜିଲ୍ଲାରେ ପ୍ରଥମେ କିଛି ପୁଲିସ କର୍ମଚାରୀ ପରେ କୃଷି ବିଭାଗର ସହକାରୀ ମୃତ୍ତିକା ସରଂକ୍ଷଣ ଅଧିକାରୀ ଏବେ ଏବେ ଜିଲ୍ଲା ଯୋଗାଣ ବିଭାଗର ଯୋଗାଣ ଅଧିକାରୀଙ୍କ ସମେତ ୬ ଜଣ କର୍ମଚାରୀ ନିଲମ୍ବନ ହୋଇଥିବା ବେଳେ ନଗଦକୁ ସରକାର ଆଉ ଏକ ମୁଣ୍ଡ ଗଡ଼ାଇଛନ୍ତି । ଏବେ ପାଳି ପଡ଼ିଛି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟଳୟ ଉପରେ । ଏହି ବିଭାଗର ପୋଗ୍ରାମ ଅଫିସର ତଥା ଓଡ଼ଗାଁ ବ୍ଲକ ସିଡିପିଓ ଦାୟିତ୍ୱରେ ଥିବା ଚୁଡ଼ାମଣୀ ମୁର୍ମୁଁଙ୍କୁ ବିଭାଗୀୟ ପ୍ରମୂଖ ସଚିବ ଚାକିରିରୁ ସଂମ୍ପର୍ଣ୍ଣ ବହିଃଷ୍କୃତ କରିଛନ୍ତି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ଦୁର୍ନିତୀ ପ୍ରେମୀ ଅଫିସରମାନଙ୍କ ମଧ୍ୟରେ ଛନକା ପଶିଛି ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!