Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭୟାରଣ୍ୟରୁ ୫ ସଶସ୍ତ୍ର ଶିକାରୀ ଗିରଫ

by ସଞ୍ଜୟ ସ୍ୱାଇଁ
May 25, 2025
in Crime, State
ଅଭୟାରଣ୍ୟରୁ ୫ ସଶସ୍ତ୍ର ଶିକାରୀ ଗିରଫ
26
VIEWS
Share on FacebookShare on Twitter

ନୀଳଗିରି, (ବାଘୁଆବାର୍ତ୍ତା): ଆକ୍ସନ ମୋଡରେ ବନବିଭାଗ ,ଟ୍ରାପ କ୍ୟାମେରା ଚୋରି କରି ଫସିଲେ ଶିକାରୀ। ବନବିଭାଗକୁ ବଡ଼ ସଫଳତା। ୫ ସଶସ୍ତ୍ର ଶିକାରୀ ଗିରଫ ।ବନବିଭୀଗ ହାତରୁ ବଞ୍ଚିବା ପାଇଁ ୧୫ ରୁ ଅଧିକ ଟ୍ରାପ କ୍ୟାମେରା ଚୋରି କରିଥିଲେ ଶିକାରୀମାନେ। ସୂଚନା ମୁତାବକ, ଶିକାରୀମାନଙ୍କୁ କାବୁ କରିବା ପାଇଁ ବନବିଭାଗ ପକ୍ଷରୁ କୁଳଡିହା ଅଭୟାରଣ୍ୟରେ ଟ୍ରାପ କ୍ୟାମେରା ଖଞ୍ଜା ଯାଇଥିଲା। ହେଲେ ଶିକାରୀ ତା କବଳରୁ ବଞ୍ଚିବା ପାଇଁ ବାରମ୍ବାର କ୍ୟାମେରାଗୁଡ଼ିକୁ ଚୋରି କରିନେଉଥିଲେ । ବନବିଭାଗ ବୁଦ୍ଧି ଖଟାଇ ସ୍ପାଏ କ୍ୟାମେରାମାନ ଲଗାଇଥିଲା। ଗତ ମାସ ୨୮ ତାରିଖରେ ୫ ଜଣ ଶିକାରୀ ଉକ୍ତ କ୍ୟାମେରାଗୁଡ଼ିକୁ ଚୋରି କରୁଥିବା ସମୟରେ ସେମାନେ ସ୍ପାଏ କ୍ୟାମେରାରେ ଧରାପଡ଼ିଥିଲେ। ଶିକାରୀମାନଙ୍କୁ କାବୁ କରିବା ପାଇଁ ବନବିଭାଗ ପକ୍ଷରୁ କୁଳଡିହା ଅଭୟାରଣ୍ୟରେ ଟ୍ରାପ କ୍ୟାମେରା ଖଞ୍ଜା ଯାଇଥିଲା। ହେଲେ ଶିକାରୀ ତା କବଳରୁ ବଞ୍ଚିବା ପାଇଁ ବାରମ୍ବାର କ୍ୟାମେରାଗୁଡ଼ିକୁ ଚୋରି କରିନେଉଥିଲେ । ବନବିଭାଗ ବୁଦ୍ଧି ଖଟାଇ ସ୍ପାଏ କ୍ୟାମେରାମାନ ଲଗାଇଥିଲା। ଗତ ମାସ ୨୮ ତାରିଖରେ ୫ ଜଣ ଶିକାରୀ ଉକ୍ତ କ୍ୟାମେରାଗୁଡ଼ିକୁ ଚୋରି କରୁଥିବା ସମୟରେ ସେମାନେ ସ୍ପାଏ କ୍ୟାମେରାରେ ଧରାପଡ଼ିଥିଲେ। ତଦନ୍ତ କରି ବନବିଭାଗ ଆଜି ଉକ୍ତ ଶିକାରୀମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ କୁଟାରୀ ସିଂଘ, ଧନୁ ତୀର ,ବନ୍ଧୁକ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। କୁଳଡିହା ରେଞ୍ଜ ବେତେଇ ବିଟ ଚେମଚଟା ଅଞ୍ଚଳରୁ ପୁନଃ ଶିକାର ନିମନ୍ତେ ପ୍ରବେଶ କରିଥିବା ସମୟରେ ଶିକାରୀମାନଙ୍କୁ ବନବିଭାଗ ଗିରଫ କରିଛି। ତଦନ୍ତ କରି ବନବିଭାଗ ଆଜି ଉକ୍ତ ଶିକାରୀମାନଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ କୁଟାରୀ ସିଂଘ, ଧନୁ ତୀର ,ବନ୍ଧୁକ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି। କୁଳଡିହା ରେଞ୍ଜ ବେତେଇ ବିଟ ଚେମଚଟା ଅଞ୍ଚଳରୁ ପୁନଃ ଶିକାର ନିମନ୍ତେ ପ୍ରବେଶ କରିଥିବା ସମୟରେ ଶିକାରୀମାନଙ୍କୁ ବନବିଭାଗ ଗିରଫ କରିଛି।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!