Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୬୦୦ କୋଟି କ୍ଷତିପୁରଣ ପାଇବ ଅନିଲଙ୍କ କମ୍ପାନୀ

by ସଞ୍ଜୟ ସ୍ୱାଇଁ
September 9, 2021
in Business, State
୪୬୦୦ କୋଟି କ୍ଷତିପୁରଣ ପାଇବ ଅନିଲଙ୍କ କମ୍ପାନୀ
216
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ରିଲାୟନ୍ସ ଇନଫାଷ୍ଟ୍ରକଚର ବୃହତ ବିଜୟ । କ୍ଷତିପୁରଣ ପାଇବ ୪୬୦୦ କୋଟି । କରଜରେ ବୁଡି ରହିଥିବା ଅନୀଲ ଅମ୍ବାନୀଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ମେଟ୍ରୋ (ଡିଏମଆରସି) ବିପକ୍ଷ କେସରେ ରିଲାୟନ୍ସ ଇନଫ୍ରାଷ୍ଟ୍ରକଚର ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । ଫଳରେ ଅନୀଲଙ୍କ କମ୍ପାନୀକୁ ୪୬୦୦ କୋଟି ଟଙ୍କା ଦିଲ୍ଲୀ ମେଟ୍ରୋଦେବ । ସମ୍ପୂର୍ଣ୍ଣ ଘଟଣା: ରିଲାୟନ୍ସ ଇନଫ୍ରାଷ୍ଟ୍ରକଚର ଓ ଡିଏମଆରସି ମଧ୍ୟରେ ଦିଲ୍ଲୀ ଏୟାରପୋର୍ଟ ଏକ୍ସପ୍ରେସକୁ ବିଲ୍ଡ ଅପରେଟ ଟ୍ରାନ୍ସଫର ଅନୁସାରେ ଚୁକ୍ତି ହୋଇଥିଲା । ପରେ ଏହି ଚୁକ୍ତିରୁ ଡିଏମଆରସି ଓହରିଯାଇଥିଲା ବୋଲି ଅନୀଲଙ୍କ କମ୍ପାନୀ ଅଭିଯୋଗ ଆଣିଥିଲା । ୨୦୧୭ରେ ଚୁକ୍ତି ଖିଲାପ ନେଇ ରିଲାୟନ୍ସ ଟର୍ମିନେଶନ ଫିସ ଦାବୀ କରିଥିଲେ । କେସରେ ବିଜୟ ହାସଲ କରିବା ପରେ ଅନୀଲଙ୍କୁ ୨୮୦୦ କୋଟି ଆର୍ବିଟ୍ରେଶନ ଆୱାର୍ଡ ସହ ଜରିମାନ ଏବଂ ସୁଧ ଡିଏମଆରସି ପ୍ରଦାନ କରିବ । ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ରିଲାୟନ୍ସ ଇନଫ୍ରା ଶେୟାରରେ ବୃଦ୍ଧି ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026
ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

ସନ୍ଦେହ ଘେରରେ ଇଟାମାଟି ସିଆରସିସିଙ୍କ ଭୂମିକା

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!