ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୈାର ପରିଷଦ ୩ ନମ୍ବର ୱାର୍ଡ଼ କାଉନସିଲର ଭୋଟ ପାଇଁ ଗଣତି ପ୍ରକିୟା ଶେଷ ହୋଇଛି । ବିଜେଡି ପ୍ରାର୍ଥୀ ସ୍ୱୟଂପ୍ରଭା ମିଶ୍ର ୪୩୭ ଖଣ୍ଡ ଭୋଟରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ନିକଟତ୍ତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ୨୧୦ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ୱଂୟପ୍ରଭା ୬୪୭ ଖଣ୍ଡ ଭୋଟ ପାଇଥିବା ସୂଚନା ମିଳିଛି ।






