Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବସକୁ ଚାହିଁ ରହିଥିଲେ, ଦୁର୍ବୁତ୍ତ ଲୁଟିଲେ ବୃଦ୍ଧାଙ୍କଠାରୁ ୩ ଲକ୍ଷ

by ସଞ୍ଜୟ ସ୍ୱାଇଁ
April 27, 2021
in State
ବସକୁ ଚାହିଁ ରହିଥିଲେ, ଦୁର୍ବୁତ୍ତ ଲୁଟିଲେ ବୃଦ୍ଧାଙ୍କଠାରୁ ୩ ଲକ୍ଷ
82
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବୃଦ୍ଧାଙ୍କୁ ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହି ଘଟଣା ମଙ୍ଗଳବାର ମ୍ୟୁନିସିପାଲଟି ଗେଟ୍ ନିକଟ ଇରମ ଷ୍ଟାଣ୍ଡ ନିକଟରେ ଘଟିଛି । ଦୁଇ ଜଣ ଦୁର୍ବୁତ୍ତ ବୃଦ୍ଧାଙ୍କ ହାତରୁ ୩ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ହୋଇ ଯାଇଛନ୍ତି । ବୃଦ୍ଧା ଜଣକ ନୂଆଗାଁ ଭାଟପଡ଼ା ଗ୍ରାମର ଜୟଗୁରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଆଷାମଣୀ ନାୟକ । ସେ ଗୋଷ୍ଠୀର ସଂପାଦକ ମାଳତୀ ଜେନାଙ୍କ ସହ ବାସୁଦେବପୁର ଷ୍ଟେଟ ବ୍ୟାଙ୍କରୁ ମହିଳା ଗୋଷ୍ଠୀଙ୍କ ପାଇଁ ୩ ଲକ୍ଷ ଟଙ୍କା ଉଠାଇଥିଲେ । ପରେ ଦୁଇଜଣ ନିଜ ଘରକୁ ଯିବାକୁ ଇରମ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ବସିଥିଲେ । ନିଜର ମୋବାଇଲ, ବ୍ୟାଙ୍କ ପାସବହି ସମେତ ୩ ଲକ୍ଷ ଟଙ୍କା ଏକ ବ୍ୟାଗରେ ରଖିଥିଲେ । ହଠାତ ଦୁଇଜଣ ଏକ କଳା ପଲସର ଗାଡ଼ିରେ ଆସି ହାତରୁ ଉକ୍ତ ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ । ପରେ ବୃଦ୍ଧା ଦୁଇ ଜଣ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସ୍ଥାନୀୟ ପୋଲସକୁ ଖବର କରିଥିଲେ । ପୋଲିସ ଘଟଣାର ତଦନ୍ତ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!