Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାର ସବୁ ସ୍ଥାନରେ ଚାଲିଛି ବିଜେଡ଼ିର ବାଜିମାତ୍

by ସଞ୍ଜୟ ସ୍ୱାଇଁ
February 27, 2022
in Breaking, Nayagarh
କେନ୍ଦ୍ରାପଡା ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ବାଜିମାତ
661
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ଦ୍ୱିତୀୟ ଦିବସରେ ବିଭିନ୍ନ ବ୍ଲକରେ ବିଭିନ୍ନ ଜୋନ୍ର ଚାଲିଥିବା ଭୋଟ ଗଣତିର ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ପ୍ରାପ୍ତ ଫଳାଫଳ । ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ର (ଓଡ଼ଗାଁ ବ୍ଲକ) ବିଜେଡି ପ୍ରାର୍ôଥନୀ ବିରଜାଲକ୍ଷ୍ମୀ ସାହୁ ବିଜେପି ପ୍ରାର୍ôଥନୀ ସବିତା କରଙ୍କ ଠାରୁ ପ୍ରାୟ ୫୨୦୦ ଭୋଟରେ ଆଗୁଆ ଅଛନ୍ତି । ୬ ନମ୍ବର ଜିଲ୍ଲା ପରିଷଦ ଜୋନ୍ର (ଖଣ୍ଡପଡ଼ା ବ୍ଲକ) ସ୍ୱାଧୀନ ପ୍ରାର୍ôଥନୀ ଉଜ୍ୱଳ ମହାରଣା ବିଜେଡି ପ୍ରାର୍ôଥନୀ କବିତା ରାଉତଙ୍କ ଠାରୁ ପ୍ରାୟ ୧୬୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୧୦ନମ୍ବର ଜିଲ୍ଲା ପରିଷଦ ଜୋନ୍ର(ଦଶପଲ୍ଲା ବ୍ଲକ) ବିଜେଡି ପ୍ରାର୍ôଥନୀ ସତ୍ୟଭାମା ନାୟକ ବିଜେପି ପ୍ରାର୍ôଥନୀ ସଂଜିତା କୁମାରୀ ନାୟକଙ୍କ ଠାରୁ ପ୍ରାୟ ୨୯୦୦ ଭୋଟରେ ଆଗୁଆ ଅଛନ୍ତି । ୧୩ନମ୍ବର ଜିଲ୍ଲା ପରିଷଦ ଜୋନ୍ର(ନୟାଗଡ଼ ବ୍ଲକ) ବିଜେଡି ପ୍ରାର୍ଥୀ କ୍ଷିରୋଦ କୁମାର ମହାପାତ୍ର ବିଜେପି ପ୍ରାର୍ଥୀ ନାସିର ଅହମ୍ମଦଙ୍କ ଠାରୁ ପ୍ରାୟ ୨୦୦୦ ଭୋଟରେ ଆଗୁଆ ଅଛନ୍ତି । ସେହିପରି ୧୭ନମ୍ବର ଜିଲ୍ଲା ପରିଷଦ ଜୋନ୍ର(ନୂଆଗାଁ ବ୍ଲକ) ବିଜେଡି ପ୍ରାର୍ôଥନୀ ପ୍ରତିମା ଦଳବେହେରା ବିଜେପି ପ୍ରାର୍ôଥନୀ ପାର୍ବତୀ ମୁଦୁଲିଙ୍କ ଠାରୁ ପ୍ରାୟ ୨୯୦୦ ଭୋଟରେ ଆଗୁଆ ଅଛନ୍ତି । ୧୯ନମ୍ବର ଜିଲ୍ଲା ପରିଷଦ ଜୋନ୍ର( ଭାପୁର ବ୍ଲକ) ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ସାହୁ ବିଜେପି ପ୍ରାର୍ଥୀ କାର୍ତିକ ଚନ୍ଦ୍ର ନାୟକଙ୍କ ଠାରୁ ପ୍ରାୟ ୨୩୦୦ ଭୋଟରେ ଆଗୁଆ ଅଛନ୍ତି । ୨୨ନମ୍ବର ଜିଲ୍ଲା ପରିଷଦ ଜୋନ୍ର(ରଣପୁର ବ୍ଲକ) ବିଜେଡି ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ବିଜେପି ପ୍ରାର୍ଥୀ ମହେନ୍ଦ୍ର କୁମାର ସାହୁଙ୍କ ଠାରୁ ପ୍ରାୟ ୧୫୦୦ ଭୋଟରେ ଆଗୁଆ ଅଛନ୍ତି । ଉପରୋକ୍ତ ଜୋନ୍ଗୁଡ଼ିକର ସରପଂଚ , ସମିତି ସଭ୍ୟ ଓ ଓାର୍ଡ଼ ମେମ୍ବରମାନଙ୍କର ଭୋଟ ଗଣତି ଚାଲୁରହିଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!