Saturday, August 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୪ସପ୍ତାହରେ ଗର୍ଭପାତକୁ ଅନୁମତି

by ସଞ୍ଜୟ ସ୍ୱାଇଁ
March 20, 2021
in Feature News, State
୨୪ସପ୍ତାହରେ ଗର୍ଭପାତକୁ ଅନୁମତି

Portrait of young pregnant woman standing by the window

236
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଦେଶରେ ମହିଳାମାନଙ୍କ ଆବଶ୍ୟକତା ଅନୁଯାୟୀ ୨୪ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ନେଇ ଆଇନଗତ ଅଧିକାର ମିଳିବ । ରାଜ୍ୟସଭାରେ ଏନେଇ ଆଗତ ସ୍ୱତନ୍ତ୍ର ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଏହା ଲୋକସଭାରେ ମଧ୍ୟ ପାରିତ ହୋଇଛି । କେବଳ ରାଷ୍ଟ୍ରପତିଙ୍କ ମୋହର ଲାଗିଲା ପରେ ଏହା ଆଇନରେ ପରିଣତ ହେବ । ଆବଶ୍ୟକତା ଅନୁସାରେ, ଦେଶରେ କୌଣସି ବି ମହିଳା ଗର୍ଭଧାରଣ ସମୟରେ ୨୪ସପ୍ତାହ ପର୍ଯ୍ୟନ୍ତ ଗର୍ଭଧାରଣ କରିପାରିବେ । ପୂର୍ବରୁ ଏହି ନିୟମ ୨୦ସପ୍ତାହ ଥିବା ବେଳେ ସ୍ୱତନ୍ତ୍ର ପରିସ୍ଥିତି ଅନ୍ତର୍ଗତ ଦୁଷ୍କର୍ମ ପିଡିତା ଦିବ୍ୟାଙ୍ଗ ଓ ନାବାଳିକାମାନଙ୍କ କ୍ଷେତ୍ରରେ ଗର୍ଭପାତ କରାଇବାକୁ ଅନୁମତି ଦିଆଯିବା ନେଇ ବହୁଦିନରୁ ସରକାର ଯୋଜନା କରିଆସୁଥିଲେ । ରାଜ୍ୟସଭାରେ ଏହି ବିଲ୍ ଉପରେ ହୋଇଥିବା ଆଲୋଚନାରେ ମହିଳାମାନଙ୍କ କ୍ଷେତ୍ରରେ ବିକଶିତ ହେବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!