Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ: ଇଂଲଣ୍ଡ ଆଗରେ ୨୨୫ରନର ବିଜୟ ଲକ୍ଷ

by ସଞ୍ଜୟ ସ୍ୱାଇଁ
March 20, 2021
in Breaking, NATIONAL NEWS, Sports
ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ: ଇଂଲଣ୍ଡ ଆଗରେ ୨୨୫ରନର ବିଜୟ ଲକ୍ଷ
128
VIEWS
Share on FacebookShare on Twitter

ଅହମ୍ମଦାବାଦ,(ବାଘୁଆବାର୍ତ୍ତା): ଅହମ୍ମଦାବାଦରେ ଟି-୨୦ ସିରିଜ୍ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି । ଭାରତ ଓ ଇଂଲଣ୍ଡ ଦୁଇଟି ଲେଖାଏଁ ବିଜୟୀ ହୋଇ ୨-୨ରେ ବରାବର ଥିବା ବେଳେ ଆଜି ୫ମ ମ୍ୟାଚରେ ଇଂଲଣ୍ଡ ଟଜ୍ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ମୂଲ୍ୟବାନ ୨ଟି ୱିକେଟ ହରାଇ ୨୨୪ରନ୍ କରିବାରେ ସକ୍ଷମ ହୋଇଛି । ଭରତ ପକ୍ଷରୁ ଆଜି ଓପିଂରେ ପରିବର୍ତ୍ତନ କରାଯାଇଥିବା ବେଳେ ହିଟ୍ ମ୍ୟାନ ରୋହିତ୍ ଶର୍ମା ଓ କ୍ୟାପଟେନ ବିରାଟ କୋହିଲ ବ୍ୟାଟିଂ କରିବାକୁ ପଡିଆ ଭିତରକୁ ପ୍ରବେଶ କରିଥିଲେ । ଉଭୟଙ୍କ ଧୂଆଁଧାର ବ୍ୟାଟିଂ କରି ରୋହିତ୍ ଶର୍ମା ୩୪ଟି ବଲ ଖେଳି ୫ଟି ଛକା ଓ ୪ଟି ଚୌକା ସହାୟତାରେ ୬୪ରନ୍ କରି ସ୍କୋକ୍ଙ୍କ ବଲ୍ରେ ବୋଲ୍ଡ ହୋଇ ପ୍ୟାଭେଲିୟନକୁ ଫେରିଥିଲେ । ସେହିଭଳି ସୂର୍ଯ୍ୟକୁମାର ଯାଦବ ୧୭ଟି ବଲ ଖେଳି ୨ଟି ଛକା ଓ ୩ଟି ଚୌକା ସହାୟତାରେ ୩୨ରନ କରି ଆଉଟ ହୋଇଥିଲେ । ବିରାଟ କୋହିଲ ୫୨ଟି ବଲ ଖେଳି ୨ଟି ଛକା ଓ ୭ଟି ଚୌକା ମାରି ୮୦ରନ କରି ନଟ୍ ଆଉଟ ଥିବା ବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ୧୭ଟି ବଲ୍ ଖେଳି ୨ଟି ଛକା ଓ ୪ଟି ଚୌକା ମାରି ୩୯ରନ କରି ନଟ୍ ଆଉଟ ଥିବା ଜଣାପଡିଛି । ଇଂଲଣ୍ଡ ପକ୍ଷରୁ ସ୍ଟୋକ୍ ଓ ରାସି୍ ଗୋଟିଏ ଲେଖାଏଁ ୱିକେଟ ନେଇଥି ବେଳେ ଭାରତ ୨୨୪ରନ କରି ପ୍ରତିପକ୍ଷ ଇଂଲଣ୍ଡକୁ ୨୨୫ରନ୍ ବଜୟୀ ଟାର୍ଗେଟ ଦେଇଛି । ତେବେ ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ଇଂଲଣ୍ଡ ଦ୍ୱିତୀୟ ଇଂନିସରେ ୧ଟି ୱିକେଟ ହରାଇ ୧୯ରନ କରିଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!