Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୬ରେ ପୁଣି କମ୍ପିବ ବାରବାଟୀ ଷ୍ଟାଡିଅମ୍

by ସଞ୍ଜୟ ସ୍ୱାଇଁ
February 13, 2025
in Sports, State
୧୬ରେ ପୁଣି କମ୍ପିବ ବାରବାଟୀ ଷ୍ଟାଡିଅମ୍
6.5k
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଆସନ୍ତା ୧୬ତାରିଖରେ ପୁଣି କମ୍ପିବ ବାରବାଟୀ ଷ୍ଟାଡିଅମ୍। ଦେଶର ନାମିଦାମୀ ସେଲେବ୍ରିଟିମାନେ ବାରବାଟୀ ଗ୍ରାଉଣ୍ଡରେ ଖେଳିବେ କ୍ରିକେଟ ମ୍ୟାଚ। ତା ପୂର୍ବରୁ ଆଜି କ୍ରୀୟୁ ମେମ୍ବର ମାନେ ବାରବାଟୀ ଷ୍ଟାଡିଅମରେ ସ୍ଥିତି ପରଖିଛନ୍ତି। ୧୬ ତାରିଖ ଦିନ ବାରବାଟୀରେ ଖେଳାଯିବ ୩ଟି ମ୍ୟାଚ। ସକାଳ ୧୦ ଟାରେ ଓଡିଶା ରଣଜୀ ଟିମ୍ ସହିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ ଓଲିଉଡ଼ ଇଲେଭେନ। ଏବଂ ଅପରାହ୍ନ ୨ ଟାରେ ହେବ ଅସଲ 20- 20 ମ୍ୟାଚ। ପ୍ରଥମ ମ୍ୟାଚ୍ ପଞ୍ଜାବ ସହିତ ଭୋଜପୁରୀ ଟିମ୍ ଖେଳିବ ଏବଂ ସନ୍ଧ୍ୟାରେ ବେଙ୍ଗଲ ଟିମକୁ ଭେଟିବ ଟିମ୍ ମୁମ୍ବାଇ। ତେବେ ୧୫ ତାରିଖ ଦିନ ସମସ୍ତ ଟିମ ବାରବାଟୀରେ ପ୍ରାକ୍ଟିସ କରିବେ। ଏବଂ ୧୬ ତାରିଖରେ ହେବ ସେଲେବ୍ରିଟି କ୍ରିକେଟ ମ୍ୟାଚ୍। ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ କୁ ଭେଟିବ । ଅର୍ଜୁନ କପୂର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିଦେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାର ମାନେ ଖେଳୁଥିବାର ଦର୍ଶକ ଦେଖିବେ । ଫେବୃଆରୀ ୧୧ରୁ ବାରବାଟୀରେ ଟିକେଟ ମିଳିବା ଆରମ୍ଭ ହୋଇଛି । ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଡ ରେ ବି ଟିକେଟ ମିଳିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!