Wednesday, July 9, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୫ ବର୍ଷର ଅହରହ ସଂଗ୍ରାମ

by ସଞ୍ଜୟ ସ୍ୱାଇଁ
March 28, 2022
in Lifestyle, Nayagarh
୧୫ ବର୍ଷର ଅହରହ ସଂଗ୍ରାମ
249
VIEWS
Share on FacebookShare on Twitter

ଆଜି ଏକ ପବିତ୍ର ଦିବସ । ଆଜିର ଦିବସ ହେଉଛି ‘ବାଘୁଆବାର୍ତ୍ତା’ର ୧୫ ତମ ଜନ୍ମ ଦିବସ । ୨୦୦୭ ମସିହା ମାର୍ଚ୍ଚ ୨୯ ତାରିଖରେ ‘ବାଘୁଆବାର୍ତ୍ତା’ ଜନ୍ମ ନେଇଥିଲା । ରାଜ୍ୟ ସରକାରଙ୍କର ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ୨୦୦୯ ମସିହାରେ ବିଭାଗୀୟ ସ୍ୱୀକୃତ୍ତି ପ୍ରଦାନ କରିଥିଲେ । ଏହା ଆମ ପାଇଁ ସବୁଠାରୁ ଗର୍ବ ଓ ଗୈାରବର କଥା । ନୟାଗଡ଼ ଭଳି ଏକ ଛୋଟ ଜିଲ୍ଲାରେ ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ଲାଗି ବାଘୁଆବାର୍ତ୍ତା ଆଜି ବଂଚି ରହିଛି । ୧୫ ବର୍ଷର ଅହରହ ସଂଗ୍ରାମ, ତଥ୍ୟ ଭିତ୍ତିକ ଖବର ପ୍ରକାଶ, ଜନସଚେତନତା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରି ବାଘୁଆବାର୍ତ୍ତା ଆଜି ଲୋକଙ୍କ ମନକୁ ଛୁଇଁଛି । ନିରପେକ୍ଷ, ନିରବଚ୍ଛିନ ଓ ବିକାଶ ମୂଳକ ଚିନ୍ତାଧାରା ଉପରେ ଅଧିକ ଗୁରୁତ୍ୱ ଦେଇକ୍ତି ବାଘୁଆବାର୍ତ୍ତା । ଯାହା ଫଳରେ ଦୀର୍ଘ ବର୍ଷର ଛାପା ଗଣମାଧ୍ୟମର ସଂଗ୍ରାମ ପରେ ବାଘୁଆବାର୍ତ୍ତା ଆଜି ମୁଦ୍ରଣ ଏବଂ ବୈଦ୍ୟୁତିକ ଛାପା ଭାବେ ପରିପ୍ରକାଶ ହେଉଛି । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଅସହାୟ ମଣିଷ, ପ୍ରଶାସନ, ପୁଲିସ, ରାଜନେତାଙ୍କର ଆସ୍ଥା ଭାଜନ ହୋଇ ଲୋକଙ୍କ ପାଇଁ ବିକାଶର ରାସ୍ତା ଦେଖାଇବାରେ ଆମେ ଯେଉଁ ଶ୍ରମ ଦାନ କରିଛୁ, ତାହା ପାଠକୀୟ ଆଦୃତି ପରେ ଆମର ଲାଘବ ହୋଇଛି । ଆଜି ୧୫ ତମ ଜନ୍ମ ବାର୍ଷିକ ଅବସରରେ ଆମର ପାଠକ, ବିଜ୍ଞାପନ ଦାତା, ଶୁଭେଚ୍ଛୁ ଓ ସହଯୋଗ କରୁଥିବା ଜନସାଧାରଣଙ୍କୁ ‘ବାଘୁଆବାର୍ତ୍ତା’ ପରିବାର ପକ୍ଷରୁ ସାଧୁବାଦ ଜଣାଉଛୁ ।

ଶୁଭେଚ୍ଛା ସହ
ସଂପାଦକ – ସଂଜୟ କୁମାର ସ୍ୱାଇଁ

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025
ଓଏଏସ୍ ଅଫିସରକୁ ଆକ୍ରମଣ ଘଟଣା:କାର୍ଯ୍ୟବନ୍ଦ କଲା ନୟାଗଡ ଓଏଏସ୍ ସଂଘ

ଓଏଏସ୍ ଅଫିସରକୁ ଆକ୍ରମଣ ଘଟଣା:କାର୍ଯ୍ୟବନ୍ଦ କଲା ନୟାଗଡ ଓଏଏସ୍ ସଂଘ

July 1, 2025
ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ସରକାରୀ ବସ୍‌

ପୁରୀ ଯାଉଥିଲେ ତିନି ଯୁବତୀ; ଚାପିଦେଲା ସରକାରୀ ବସ୍‌

June 28, 2025
ହୃଦଘାତରେ ଆଖି ବୁଜିଲେ ‘କାଣ୍ଟା ଲଗା ଗାର୍ଲ’ ଶେଫାଳି

ହୃଦଘାତରେ ଆଖି ବୁଜିଲେ ‘କାଣ୍ଟା ଲଗା ଗାର୍ଲ’ ଶେଫାଳି

June 28, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!