Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ ବର୍ଷର ଯାତ୍ରା ଆଜି ନିର୍ଣ୍ଣାୟକ ମୋଡ଼ରେ : ଅରୁଣ

by ସଞ୍ଜୟ ସ୍ୱାଇଁ
November 30, 2019
in Nayagarh, State
26
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା) : କୁସୁମୀ ବ୍ୟାରେଜ ନିର୍ମାଣ ଶିଳାନ୍ୟାସ ସଭାରେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଭାବବିହ୍ୱଳ ହୋଇ କୁସମୀ ପାଇଁ ନିୟମିତ ଭାବେ ଚାଲିଥିବା କସରତ ସଂମ୍ପର୍କରେ ବଖାଣିବା ସହ ୧୦ ବର୍ଷର ଯାତ୍ରା ଆଜି ନିର୍ଣ୍ଣାୟକ ମୋଡ଼ରେ ପହଂଚିଛି ବୋଲି କହିଛନ୍ତି । ୨୦୦୮ ମସିହାରୁ ଏହା ଚିନ୍ତା କରାଯିବା ପରେ କେବଳ ଆବଶ୍ୟକୀୟ କ୍ଲିୟରାନ୍ସ ପାଇଁ ୨୦୧୪ ପର୍ଯ୍ୟନ୍ତ ସମୟ ଲାଗିଯାଇଥିବା ବୋଲି କହିଥିଲେ । ୨୦୧୪ ମସିହାରୁ ୨୦୧୯ମସିହା ପର୍ଯ୍ୟନ୍ତ ଆଗପଛ ହୋଇ ଆଜି ଏକାର୍ଯ୍ୟ ନିର୍ଣ୍ଣାୟକ ମୋଡ଼ରେ ପହଂଚିଥିବା ବେଳେ ଆଗକୁ ବଢ଼ିବାକୁ ହେଲେ ସମସ୍ତଙ୍କ ସହଯୋଗ ଲୋଡ଼ ବୋଲି କହିଛନ୍ତି । ନୟାଗଡ଼ ଜନସାଧାରଣ ସଦାସର୍ବଦା ସହଯୋଗ କରି ଆସିଛନ୍ତି, ଏହି ପ୍ରକଳ୍ପଟିର ସ୍ଥାନକୁ ଚାଷୀ ଚିହ୍ନଟ କରିଥିଲେ । ଏହା ନିଶ୍ଚୟ ସଫଳ ହେବ, ନହେବା କାମ କଲେ ତୁମେ ପ୍ରକୃତ ଜନପ୍ରତିନିଧି ବୋଲି ମନ୍ତ୍ରୀ ମତ ଦେଇଛନ୍ତି । ସମସ୍ତ ଜନପ୍ରତିନିଧି ଓ ଜନସାଧାରଣଙ୍କର ଏହି ପ୍ରକଳ୍ପ ପ୍ରତି ସମର୍ଥନ ରହିଛି, ନିଶ୍ଚିତ ଏକାମ ସମାପ୍ତ ହେବ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!