Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୂଥ୍ ୟୁନାଇଟେଡ୍ କ୍ଲବ୍ ର ୨୧ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ

by ସଞ୍ଜୟ ସ୍ୱାଇଁ
December 24, 2023
in Nayagarh, Sports, State
ୟୂଥ୍ ୟୁନାଇଟେଡ୍ କ୍ଲବ୍ ର ୨୧ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ
16
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ଆଜି ଦଶପଲ୍ଲା ବ୍ଲକ ର ଟାକରା ପଞ୍ଚାୟତରେ ଥିବା ଅଗ୍ରଣୀ ଯୁବ ସଂଗଠନ ୟୁଥ୍ ୟୁନାଇଟେଡ଼ କ୍ଳବ୍ ତରଫରୁ ତା’ର ୨୧ତମ ବାର୍ଷିକ କ୍ରୀଡ଼ା ଉତ୍ସବର ଉଦ୍ଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ରାଜ୍ୟ ବିଜେଡି ମହିଳା ସେଲ୍ ର ସଂପାଦିକା ମାମି ନାୟକ , ସମ୍ମାନୀତ ଅତିଥି ଭାବରେ ଟାକରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ମଦନ କୁମାର ଜାନୀ, ସମିତିସଭ୍ୟ ପ୍ରଶାନ୍ତ କୁମାର ଦଳବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ଆଜିର ଏହି ପ୍ରଥମ ଦିବସର କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମକରପ୍ରସାଦ.vs କୁଲୁରୁକୁମ୍ପା ମଧ୍ୟରେ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା ।

ଆଜିର ପ୍ରଥମ ଦିନର ମ୍ୟାଚ କୁ ୟୁଥ୍ ୟୁନାଇଟେଡ଼ କ୍ଳବ୍ ର ସଭ୍ୟ ଅଶୋକ କୁମାର ସାହୁ,ପ୍ରତାପ ଚନ୍ଦ୍ର ଦଳବେହେରା ପରିଚାଳନା କରୁଥିବାବେଳେ କ୍ଳବ୍ ର ସଭ୍ୟ ଅନିଲ କୁମାର ପରିଡ଼ା,ପ୍ରିୟବ୍ରତ ଆଚାର୍ଯ୍ୟ, ପ୍ରକାଶ କୁମାର ନାୟକ,ଶ୍ରୀକାନ୍ତ ଗୁରୁ(ଲାଲା),ଅଶୋକ କୁମାର ସାହୁ, ବାସୁଦେବ ସାହୁ ,ବଳଭଦ୍ର ବାରିକ,ଶିବାନନ୍ଦ ସାହୁ ସଫଳ ରୂପାୟନ ପୂର୍ବକ ସହଯୋଗ କରୁଛନ୍ତି ।ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ୟୁଥ୍ ୟୁନାଇଟେଡ଼ କ୍ଳବ୍ ର ସଭ୍ୟ ଅନିଲ କୁମାର ପରିଡ଼ା ଓ ପ୍ରିୟବ୍ରତ ଆଚାର୍ଯ୍ୟ କହିଛନ୍ତି । ତତ୍ ସହିତ ୟୁଥ୍ ୟୁନାଇଟେଡ଼ କ୍ଳବ୍ ର ସମସ୍ତ ସଭ୍ୟ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣାପଡିଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!