Saturday, January 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚା’ ଦୋକୀନଙ୍କ ଝିଅ +୨ କଳାରେ ଜିଲ୍ଲା ଟପ୍ପର

by ସଞ୍ଜୟ ସ୍ୱାଇଁ
September 5, 2018
in Feature News
35
VIEWS
Share on FacebookShare on Twitter

ନୟାଗଡ (ବାଘୁଆ ବାର୍ତ୍ତା ବ୍ୟୁରୋ): ନୟାଗଡ଼ ଜିଲ୍ଲାର ଜଣେ ଚା’ଦୋକାନୀଙ୍କ ଝିଅ +୨ କଳାରେ ନୟାଗଡ଼ ଜିଲ୍ଲା ଟପ୍ପର ହୋଇଛନ୍ତି । ନୟାଗଡ଼ ପ୍ରଜାମଣ୍ଡଳ ମହାବିଦ୍ୟାଳୟର ଛାତ୍ରୀ ଦୁର୍ଗାପ୍ରସାଦ ଗ୍ରାମର ତ୍ରିନାଥ ସ୍ୱାଇଁଙ୍କ ଝିଅ ରଞ୍ଜିତା ଲେଙ୍କା +୨ କଳା ବିଭାଗରେ ୬୦୦ ରୁ ୫୦୬ ନମ୍ବର ରଖି ନୟାଗଡ଼ ଜିଲ୍ଲା ଟପ୍ପର ହୋଇଛନ୍ତି । ରଞ୍ଜିତାଙ୍କ ବାପା ନୟାଗଡ଼ ବସ୍ଷ୍ଟାଣ୍ଡ ନିକଟରେ ଏକ ଚା’ଦୋକାନ କରିଥିବା ବେଳେ ଆର୍ଥିକ ଅଭାବରୁ ରଞ୍ଜିତାକୁ ଭଲ କୋଚିଂ ଦେଇପାରୁ ନଥିଲେ ।

ରଞ୍ଜିତା ନିଜେ ଘରେ ପାଠପଢି ନିଜ ପରିଶ୍ରମ ଦ୍ୱାରା ଏହି ସଫଳତା ହାସଲ କରିଛନ୍ତି ବୋଲି ତାଙ୍କ ବାପା କହିଛନ୍ତି । ଯଦି ସରକାରୀ ସହାୟତା ଯୋଗାଇ ଦିଆଯାଏ ତେବେ ସେ ଆଗାମୀ ଦିନରେ ଉଚ୍ଚଶିକ୍ଷା ନିମନ୍ତେ ଆଗ୍ରହ ପ୍ରକାଶ କରିବା ସହ ଜିଲ୍ଲାର ଟେକ ରଖିପାରନ୍ତା ।

Tags: ActionAnimation

Leave a Reply Cancel reply

Your email address will not be published. Required fields are marked *

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!