Friday, January 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଣିରେ ଚାଲି ଚାଲି ସମସ୍ୟା ଦେଖିଲେ ଏବଂ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଲେ ଭଦ୍ରକ ଜିଲ୍ଲାପାଳ

by ସଞ୍ଜୟ ସ୍ୱାଇଁ
September 9, 2021
in Planning and Development, State
ପାଣିରେ ଚାଲି ଚାଲି ସମସ୍ୟା ଦେଖିଲେ ଏବଂ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଲେ ଭଦ୍ରକ ଜିଲ୍ଲାପାଳ
72
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ପୌରପାଳିକା ଅଧିନ ୫ନଂ ଓ୍ବାର୍ଡ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ତ୍ରିଲଚନ ମାଝୀ । ଦୀର୍ଘ ଦିନ ହେବ ବିଭିନ୍ନ ମୌଳିକ ସମସ୍ୟା ଭିତରେ ହନ୍ତସନ୍ତ ହେଉଛନ୍ତି ଓ୍ବାର୍ଡବାସୀ । ବିଶେଷକରି ୫ ନମ୍ବର ଓ୍ବାର୍ଡର କଣ୍ଟାପାଳ ଅଞ୍ଚଳରେ ଡ୍ରେନଜ ବ୍ୟବସ୍ଥା ନଥିବାରୁ ବର୍ଷାଦିନେ ଜଳ ନିଷ୍କାସନ ହୋ ନ ପାରି ରାସ୍ତାରେ ପାଣି ଜମି ରହିବା ସହ ଘରେ ପଶୁଛି ବର୍ଷାଜଳ । ଫଳରେ ବର୍ଷାଦିନେ ନାହିଁ ନଥିବା ଅସୁବିଧା ଭୋଗନ୍ତି ଅଞ୍ଚଳବାସୀ । ତେବେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ସମସ୍ୟା ପ୍ରତି ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ । ପୌରପାଳିକା ଅଧିକାରୀଙ୍କ ସହ ସକାଳୁ ସକାଳୁ ୫ ନମ୍ବର ଓ୍ବାର୍ଡକୁ ପରିଦର୍ଶନ କରିଥିଲେ ଜିଲ୍ଲାପାଳ । ପାଣି ଭିତରେ ଚାଲି ଚାଲି ସମସ୍ୟା ଦେଖିବା ସହ ଅଞ୍ଚଳବାସୀଙ୍କୁ ଅଭିଯୋଗକୁ ଶୁଣିଥିଲେ ଜିଲ୍ଲାପାଳ । ତେବେ ତୁରନ୍ତ ସମସ୍ୟା ସମାଧାନ ପାଇଁ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ତ୍ରିଲୋଚନ ମାଝୀ ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!