ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ଗ୍ରାମ ଦେବତୀ ମା ବୁଢ଼ୀ ଜାଗୁଲାଇ ଙ୍କ ନୁତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ୟ୍ୟକ୍ରମ ରେ ଯୋଗଦେଇଛନ୍ତି ମାନ୍ୟବର ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ମହୋଦୟ , ଭଦ୍ରକ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ପ୍ରିୟବ୍ରତ ନାୟକ, ସ୍ଥାନୀୟ ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି ଙ୍କ ସମେତ ବହୁ ବ୍ୟକ୍ତି ବିଶେଷ।ମା ଙ୍କ ମନ୍ଦିର ପାଇଁ ଆଉ ଯେଉଁ କାର୍ୟ୍ୟ ବାକି ରହିଛି ତାହାକୁ ମଧ୍ୟ ସେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଲେ । ଏହି ମନ୍ଦିର ପ୍ରତିଷ୍ଠା ଟି କୁ ଗ୍ରାମର ଦେବ ଭୂମି କମିଟି ର ସଦସ୍ୟ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ ।






