Friday, January 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୟପୁରର ମହିଳାଙ୍କ ଆର୍ଥିକ ଶକ୍ତି ହେବାକୁ ଯାଉଛି ମିଶନ ଶକ୍ତି କାଫେ

by ସଞ୍ଜୟ ସ୍ୱାଇଁ
October 28, 2021
in Planning and Development, State
ଜୟପୁରର ମହିଳାଙ୍କ ଆର୍ଥିକ ଶକ୍ତି ହେବାକୁ ଯାଉଛି  ମିଶନ ଶକ୍ତି କାଫେ
59
VIEWS
Share on FacebookShare on Twitter

କୋରାପୁଟ, (ବାଘୁଆବାର୍ତ୍ତା): ମିଶନ ଶକ୍ତି ଏବେ ଜୟପୁରର ମହିଳାଙ୍କ ଆର୍ଥିକ ଶକ୍ତି ହେବାକୁ ଯାଉଛି। ମିଶନ ଶକ୍ତି କାଫେ ଏକ ଅଭିବନ ଉଦ୍ୟମ ଯାହାକି ମହିଳାଙ୍କ ପାଇଁ ରୋଜଗାରର ବାଟ ଖୋଲିଛି। ଜୟପୁର ଟାଉନ ହଲ ନିକଟରେ ଥିବା ବିଜୁ ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଉଦଘାଟିତ ହୋଇଯାଇଛି ମିଶନ ଶକ୍ତି କାଫେ। ମୁଖ୍ୟଅତିଥିଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ମିଶନ ଶକ୍ତି କାଫେକୁ ଉଦଘାଟନ କରିଥିଲେ। ଜିଲ୍ଲାପାଳ ଅବଦୁଲ ମହମ୍ମଦ ଆକ୍ତର, ପିଡ଼ି ଡ଼ିଆରଡ଼ିଓ ହେମକାନ୍ତ ସାୟ ପ୍ରମୁଖ ଉପସ୍ଥିତ ଥିଲେ। ପରେ ସମସ୍ତେ ଖାଦ୍ୟର ମଜା ଉଠାଇଥିଲେ। ପାର୍କରେ ଆଦିବାସୀ କୁଡ଼ିଆ, ଫେଭରବୁକ ପାଥୌ, ଆଇ ଲଭ ୟୁ ଜୟପୁର ଲେଖାଥିବା ଦୃଶ୍ୟକୁ ସମସ୍ତେ ବୁଲି ଦେଖିଥିଲେ। ଆଗାମୀ ଦିନରେ ମିଶନ ଶକ୍ତି କାଫେରେ କୋରାପୁଟ କଫି ବିକ୍ରି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!