Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରଡି ବାବା ଆଖଣ୍ଡଳମଣୀଙ୍କ ଲଗ୍ନ କାର୍ଯ୍ୟ ସରିଲା:ଜୁନ ୪ରେ ଶିବ ପାର୍ବତୀଙ୍କ ବିବାହ

by ସଞ୍ଜୟ ସ୍ୱାଇଁ
May 17, 2022
in State
ଆରଡି ବାବା ଆଖଣ୍ଡଳମଣୀଙ୍କ ଲଗ୍ନ କାର୍ଯ୍ୟ ସରିଲା:ଜୁନ ୪ରେ ଶିବ ପାର୍ବତୀଙ୍କ ବିବାହ
48
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ସରିଲା ଲଗ୍ନ କାର୍ୟ୍ୟ । ଆସନ୍ତା ଜୁନ ୪ ତାରିଖରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ । ତେବେ କରୋନା କଟକଣା ପାଇଁ ଗତ ୨ ବର୍ଷ ହେଲା ଭଦ୍ରକ ଜିଲ୍ଲା ଆରଡି ଆଖଣ୍ଡଳମଣୀ ପୀଠରେ ଶିବ ବିବାହ ଉତ୍ସବ ବନ୍ଦ ଥିଲା । ହେଲେ ଚଳିତ ବର୍ଷ ପୂର୍ବ ପରି ଧୂମ୍ଧାମରେ ପାଳିତ ହେବ ଶିବ ବିବାହ ଉତ୍ସବ । ଏଥିପାଇଁ ସମ୍ପୂର୍ଣ୍ଣ ରିତିନୀତିରେ ସମ୍ପନ୍ନ ହୋଇଛି ଲଗ୍ନ ଧରା କାର୍ୟ୍ୟ ।ପ୍ରଥମେ ବର କର୍ତ୍ତାଙ୍କ ଘରୁ ଲଗ୍ନ ଧରି ସେବାୟତ ମାନେ ମନ୍ଦିର ବେଢା ପରିକ୍ରମା କରି ମାତା ପାର୍ବତୀଙ୍କ କର୍ତ୍ତା ଚନ୍ଦ୍ରମଣୀ ପାଢୀଙ୍କ ଘରେ ପହଞ୍ଚି ଲଗ୍ନ କାର୍ୟ୍ୟ ସମ୍ପନ୍ନ କରିଥିଲେ । ସେଠାରେ ବାରିକ, ବ୍ରାହ୍ମଣ ଲଗ୍ନ ଚିତାଉ ପାଠ କରିବା ପରେ ଲଗ୍ନ ଚିତାଉକୁ ବର କର୍ତ୍ତା ଦୁଷ୍ମନ୍ତ ପାଢୀଙ୍କ ଘରେ ପଠନ କରାଯାଇଥିଲା ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!