Friday, April 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ଗାଁ ବିଡିଓଙ୍କୁ ଅଶ୍ୱୀଳ ମେସେଜ୍ ଦେଇ ଜିଆର୍‌ଏସ୍ ଗିରଫ

by ସଞ୍ଜୟ ସ୍ୱାଇଁ
April 21, 2020
in Breaking, Crime
ଓଡ଼ଗାଁ ବିଡିଓଙ୍କୁ ଅଶ୍ୱୀଳ ମେସେଜ୍ ଦେଇ ଜିଆର୍‌ଏସ୍ ଗିରଫ
16
VIEWS
Share on FacebookShare on Twitter
ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା କଟକଣା ସମୟରେ ପ୍ରଶାସନ ଏଥିପାଇଁ ବ୍ୟସ୍ତ ବିବ୍ରତ ଥିବା ବେଳେ ଜଣେ ଜିଆର୍‌ଏସ୍ ଓଡ଼ଗାଁ ମହିଳା ବିଡିଓଙ୍କୁ ସୋସିଆଲ୍ ମିଡିଆ
ହା୍ୱଟସଆପ୍ ମାଧ୍ୟମରେ ଦୃଶ୍ୟଶ୍ରାବ୍ୟ ଅଶ୍ୱୀଳ ମେସେଜ ଦେଇ ଗିରଫ ହୋଇଥିବା ଜଣାଯାଇଛି । ଅଭିଯୁକ୍ତ ଜଣଙ୍କ ଶରଣକୂଳ ପଂଚାୟତରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ଦିବାକର
ମିଶ୍ର । ସୂଚନାନୁସାରେ, ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାଶଙ୍କୁ ଗତକାଲି ରାତିରେ ଅଶ୍ୱୀଳ ମେସେଜ ଦେଇଥିଲେ । ଏନେଇ ଆଜି ବିଡିଓ ଶରଣକୂଳ ଥାନାରେ ଏତଲା ଦେବା ପରେ
ପୁଲିସ ୪୩/୨୦ରେ ମାମଲା ରୁଜୁକରି ଜିଆର୍‌ଏସ୍‌ଙ୍କୁ ଗିରଫ କରିଛି । ଅନ୍ୟପକ୍ଷେ, ଜିଆରଏସ୍ ଜଣଙ୍କ ଘର ଏହି ଥାନା ଅନ୍ତର୍ଗତ ପଦ୍ମାଦେଇପୁର ବୋଲି ଜଣାପଡ଼ିଛି ।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!