Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ ଟାଉନ ଥାନାରେ ଦଲାଲ୍ ରାଜ୍‌

by ସଞ୍ଜୟ ସ୍ୱାଇଁ
March 14, 2020
in Crime
ନୟାଗଡ ଟାଉନ ଥାନାରେ ଦଲାଲ୍ ରାଜ୍‌
28
VIEWS
Share on FacebookShare on Twitter

ନୟାଗଡ (ବାଘୁଆବାର୍ତା ବ୍ୟୁରୋ) ; ନୟାଗଡ ସଦର ମହକୁମାରେ ଅବସ୍ଥିତ ଟାଉନ ଥାନାରେ ଦଲାଲ୍ ରାଜଙ୍କ ସଂଖ୍ୟା ବଢିବାରେ ଲାଗିଛି । ସହର ଭିତରେ ବ୍ରାଉନ ସୁଗାର, ନିଶା ବେପାରି, ଦେହ ବ୍ୟବସାୟୀଙ୍କ ଠାରୁ ଅନେକ ଅନୈତିକ କାର୍ଯ୍ୟ ହେଉଥିଲେ ମଂଧ୍ୟ ସମସ୍ତଙ୍କୁ ମାଫ୍ ମିଳୁଛି । ଛୋଟ କର୍ମଚାରୀଙ୍କୁ ମୋହରା ବନାଇ ବଡ ଅଫିସର ଫାଇଦା ନେଉଛନ୍ତି । ଏଭଳି ଘଟଣାରେ କିଛି ସାମାଜିକ କର୍ମୀ, ସହରର ନାମୀ ଦାମୀ ବ୍ୟକ୍ତିଙ୍କ ପ୍ରଭାବରେ ପ୍ରଭାବିତ ହୋଇ ଘଟଣାକୁ ଚପାଇ ଦେବାକୁ ସଦା ସର୍ବଦା ଉଦ୍ୟମ ରହୁଛି । ପ୍ରକାଶ ଥାଉକି ନୟାଗଡ ସହର ମଂଧ୍ୟରେ ଗତ କିଛିଦିନ ହେଲା ଅନେକ ଅଘଟଣ ଘଟୁଛି, ଘଟଣା ଲୁଚାଇବା ପାଇଁ ବିଭିନ୍ନ ସ୍ତରରୁ ଚାପ ପଡୁଛି । ରାଜ୍ୟ ସରକାରଙ୍କର ୫ଟି ର ପ୍ରଭାବ ଏହି ଥାନାରେ ଦେଖାଯାଉ ନାହିଁ । ଏହି ଥାନାର ଛୋଟ କର୍ମଚାରିଙ୍କୁ ବଳି ପକାଇ ଦଲାଲ୍ ରାଜ୍ ଚାଲିଛି । କିଛି ଘଟଣା ଘଟିଲେ କାହାକୁ କୁହ ନାହିଁ । ଗତ କିଛିଦିନ ଭିତରେ ଅନେକ ଅଘଟଣ ଘଟିଛି ଯାହାକୁ ଚପାଇ ଦିଆଯାଇଛିା ଦେହ ବ୍ୟବସାୟୀ, ନିଶା ବେପାରି, ମଦ ମାଫିଆ, ଜମି ଦଲାଲ୍ ସମସ୍ତଙ୍କୁ ଚୁନ ବୁଲାଉଛନ୍ତି ନୟାଗଡ ଟାଉନ୍ ଥାନାର ଦଲାଲ୍ । ଏହି ଦଲାଲ୍ କିଏ ସେ ?

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ

April 17, 2026
ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

ମୁଖ୍ୟମନ୍ତ୍ରୀ ସାମୂହିକ କନ୍ୟା ବିବାହ ଯୋଜନା:ଏପ୍ରିଲ୍ ୨୧ରେ ହେବ ୨୨ଜଣ କନ୍ୟାଙ୍କ ଗଣବିବାହ

April 16, 2026
ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

ନୟାଗଡରେ ସିଏମ ଟ୍ରଫି: ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଖୋଖୋ ପ୍ରତିଯୋଗିତା

April 16, 2026
ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

ପ୍ରକାଶ ପାଇଲା କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ:ଡ଼ି.ଏ.ଭି ପବ୍ଲିକ୍ ସ୍କୁଲର ଅଭୂତପୂର୍ବ ସଫଳତା

April 16, 2026
କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

କଣ୍ଟିଲୋ-ଖଣ୍ଡପଡାକୁ ରେଳ ସଂଯୋଗିକରଣ:ଦାବି ପତ୍ର ନେଇ ଖଣ୍ଡପଡା ବିଧାୟକଙ୍କ ଦିଲ୍ଲୀ ଗସ୍ତ

April 16, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!