ଭଦ୍ରକ, (ବାଘୁଆବାର୍ତ୍ତା): ତିହିଡ଼ି ମହରମପୁର ପଞ୍ଚାୟତ ସାଟିବାଟି ଗାଁ ନିକଟ ଏକ ପୋଖରୀରୁ ୪ଫୁଟ୍ ର କୁମ୍ଭୀର ଉଦ୍ଧାର ସ୍ଥାନୀୟ ପ୍ରଶାସନ ଅଗ୍ନିସମ ବିଭାଗ, ତିହିଡ଼ି ବନବିଭାଗ ଅଧିକାରୀ ଓ ସ୍ଥାନୀୟ ଗ୍ରାମବାସୀ ଓ ସାପଧରାଳୀ ମିର୍ଜ଼ା ପ୍ରମୁଖ ସହଯୋଗରେ ଉଦ୍ଧାର କରାଯାଇ ବନବିଭାଗକୁ ଜ଼ିମା ଦିଆଯାଇଛି ।