Sunday, December 14, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୃତଙ୍ଗ ବିରୋଧିଙ୍କ ମେଳି, ଭିଟାମାଟି ଛାଡ଼ିବୁ ନାହିଁ

by ସଞ୍ଜୟ ସ୍ୱାଇଁ
March 15, 2021
in Feature News
ବୃତଙ୍ଗ ବିରୋଧିଙ୍କ ମେଳି, ଭିଟାମାଟି ଛାଡ଼ିବୁ ନାହିଁ
225
VIEWS
Share on FacebookShare on Twitter

ନୟାଗଡ(ବାଘୁଆବାର୍ତ୍ତା); କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତ ପାମ୍ପରଡ଼ାଠାରେ ଆଜି ବୃତଙ୍ଗ ବାସଚ୍ୟୁତ ସଂଗ୍ରାମ ସମିତିର ବୈଠକ ଅନୁଷ୍ଠିତ ହୋଯାଇଛି । ଏହି ବୈଠକରେ ସଭାପତିତ୍ୱ କରୁଥିବା ସ୍ଥାୟୀ ସଭାପତି ତ୍ରିନାଥ ନାୟକ, ସମ୍ପାଦକ ବସନ୍ତ ସାହୁ, ସହସମ୍ପାଦକ ପୁରନ୍ଦର ଜାନୀ କୁଲୁରୁକୁମ୍ପା ସରପଞ୍ଚ ବବିତା ନାୟକ, ଆଦିବାସୀ ନେତା ପଦ୍ମ ଚରଣ ମାଝୀ, ଆବାହକ ରାମଚନ୍ଦ୍ର ମିଶ୍ର ପ୍ରମୂଖ ଉପସ୍ଥିତ ରହି ବୃତଙ୍ଗ ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଛନ୍ତି । କୈାଣସି ବି ପରିସ୍ଥିତିରେ ବୃତଙ୍ଗ ପ୍ରକଳ୍ପ ନିର୍ମାଣ ହେବାକୁ ଦିଆଯିବ ନାହିଁ ବୋଲି ସଂଗ୍ରାମ ସମିତି ନିଷ୍ପତ୍ତି ନେଇଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!