Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୀବନ ଯୁଦ୍ଧରେ ହାରିଗଲେ ବକ୍ସର ମୁସା ୟାମକ୍

by ସଞ୍ଜୟ ସ୍ୱାଇଁ
May 19, 2022
in State
ଜୀବନ ଯୁଦ୍ଧରେ ହାରିଗଲେ ବକ୍ସର ମୁସା ୟାମକ୍
20
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମୃତ୍ୟୁ କେଉଁ ମୃହୁତରେ ଆସିପାରେ । ତେବେ ଏଭଳି ଘଟଣା ଦେଖୀବାକୁ ମିଳିଛି, ଯେଉଁଠି କି ବକ୍ସର ମୁସା ୟାମକ୍ ବକ୍ସିଂ ଚାମ୍ପିଅନସିପରେ ଖେଳୁଥିବା ବେଳେ ଟଳି ପଡିଥିଲେ । ବକ୍ସିଂରେ କେବେ ହେଲେ ପରାଜୟ ହୋଇନଥିବା ବକ୍ସର ମୁସା ୟାମକ୍ ଜୀବନ ଯୁଦ୍ଧରେ କିନ୍ତୁ ହାରିଗଲେ । ବକ୍ସିଂ ମ୍ୟାଚ୍ରେ ହାରି ନଥିବା ଜର୍ମାନୀର ଚାମ୍ପିୟନ ବକ୍ସର ମୁସା ୟାମକ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ବକ୍ସିଂ ରିଙ୍ଗରେ ସେ ମ୍ୟାଚ୍ ଖେଳୁଥିବା ବେଳେ ହିଁ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ତାଙ୍କୁ ମାତ୍ର ୩୮ ବର୍ଷ ବୟସ ହୋଇଥିଲା। ମୁନିଚରେ ଚାଲିଥିବା ବକ୍ସିଂ ଚାମ୍ପିୟନଶିପରେ ଶନିବାର ମୁସା ଉଗାଣ୍ଡାର ହାମଜା ୱାଣ୍ଡେରାଙ୍କୁ ଭେଟିଥିଲେ। ହେଲେ ମ୍ୟାଚ୍ର ତୃତୀୟ ରାଉଣ୍ଡ ପୂର୍ବରୁ ହଠାତ୍ ମୁସା ହୃଦଘାତ ଯୋଗୁ ରିଙ୍ଗରେ ଟଳି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ତୁର୍କିଶ ଅଫିସିଆଲ ହାସନ ତୁରାନ ଟ୍ୱିଟର୍ରେ କହିଛନ୍ତି ଯେ “ୟୁରୋପ ଓ ଏସିଆ କପ୍ ଜିତିଥିବା ବକ୍ସର ମୁସାଙ୍କୁ ଆମେ ହରାଇ ଦେଇଛୁ। ସେ ଯୁବାବସ୍ଥାରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ମୁଁ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଉଛି।” ମୁସା ଓ ହାମଜାଙ୍କ ମ୍ୟାଚ୍ର ସିଧାପ୍ରାସାଣ ବେଳେ ଏପରି ଘଟଣା ଘଟିଛି। ମ୍ୟାଚ୍ର ତୃତୀୟ ରାଉଣ୍ଡ ଆରମ୍ଭ ହେବାର ଠିକ୍ ପୂର୍ବରୁ ହିଁ ମୁସା ରିଙ୍ଗରେ ଟଳି ପଡ଼ିଥିଲେ। ରେଫରୀ, କୋଚ୍ ଓ ମେଡିକାଲ ଟିମ୍ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଲାଭ ମିଳି ନଥିଲା। ରିଙ୍ଗରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। ହେଲେ ହୃଦଘାତରେ ମୁସାଙ୍କ ମୃତ୍ୟୁ ଘଟି ସାରିଥିବା ଡାକ୍ତର କହିଥିଲେ।ତୁର୍କିଶ ଅଫିସିଆଲ ହାସନ ତୁରାନ ଟ୍ୱିଟର୍ରେ କହିଛନ୍ତି ଯେ “ୟୁରୋପ ଓ ଏସିଆ କପ୍ ଜିତିଥିବା ବକ୍ସର ମୁସାଙ୍କୁ ଆମେ ହରାଇ ଦେଇଛୁ। ସେ ଯୁବାବସ୍ଥାରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ମୁଁ ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଉଛି।” ମୁସା ଓ ହାମଜାଙ୍କ ମ୍ୟାଚ୍ର ସିଧାପ୍ରାସାଣ ବେଳେ ଏପରି ଘଟଣା ଘଟିଛି। ମ୍ୟାଚ୍ର ତୃତୀୟ ରାଉଣ୍ଡ ଆରମ୍ଭ ହେବାର ଠିକ୍ ପୂର୍ବରୁ ହିଁ ମୁସା ରିଙ୍ଗରେ ଟଳି ପଡ଼ିଥିଲେ। ରେଫରୀ, କୋଚ୍ ଓ ମେଡିକାଲ ଟିମ୍ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଲାଭ ମିଳି ନଥିଲା। ରିଙ୍ଗରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆ ଯାଇଥିଲା। ହେଲେ ହୃଦଘାତରେ ମୁସାଙ୍କ ମୃତ୍ୟୁ ଘଟି ସାରିଥିବା ଡାକ୍ତର କହିଥିଲେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!