Saturday, March 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବବ୍ ବିଶ୍ୱାସ ଟେଲର ରିଲିଜ୍

by ସଞ୍ଜୟ ସ୍ୱାଇଁ
November 19, 2021
in Entertainment
ବବ୍ ବିଶ୍ୱାସ ଟେଲର ରିଲିଜ୍
105
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ବଲିଉଡ୍ ଷ୍ଟାର୍ ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ବବ୍ ବିଶ୍ୱାସ’ରେ ଜଣେ ହତ୍ୟାହାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହା ସୁଜୟ ଘୋଷଙ୍କ ୨୦୧୨ ଥ୍ରୀଲର କାହାଣୀ। ଏହା ଶାଶ୍ବତ ଚାଟାର୍ଜୀଙ୍କ ଦ୍ୱାରା ଲିଖିତ। ଆଜି ନଭେମ୍ବର ୧୯ ରେ ଫିଲ୍ମ ‘ବବ୍ ବିଶ୍ୱାସ’ର ଟ୍ରେଲର ରିଲିଜ ହୋଇଛି। ଅଭିଷେକ ବଚ୍ଚନଙ୍କ ବବ୍ ବିଶ୍ୱ ଏକ କ୍ରାଇମ୍-ଡ୍ରାମା କାହାଣୀ। ଏହି ଚଳଚ୍ଚିତ୍ରଟି ଶାହରୁଖ ଖାନଙ୍କ ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ସୁଜୟ ଘୋଷଙ୍କ ପ୍ରଡକ୍ସନ୍ ଦ୍ୱାରା ନିର୍ମିତ। ଏହି ଫିଲ୍ମଟି ଡିସେମ୍ବର ୩ ରେ ଜି୫ ରେ ମୁକ୍ତିଲାଭ କରିବ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!