Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଲକ ଚନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ୨୦୨୩-୨୪ ଉଦ୍ଘାଟିତ

by ସଞ୍ଜୟ ସ୍ୱାଇଁ
December 28, 2023
in Sports, State
ଗୋଲକ ଚନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ୨୦୨୩-୨୪ ଉଦ୍ଘାଟିତ
16
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା କୋଡବରୁଁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଡଗମ୍ଭୀର ଗ୍ରାମ ନିକଟସ୍ଥ ମୁନି ପଡ଼ିଆରେ ୟୁନିକ କ୍ଲବ କୋଡଗମ୍ଭୀର ଆନୁକୁଲ୍ୟରେ ଗୋଲକ ଚନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ୨୦୨୩-୨୪ ଉଦ୍ଘାଟିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଚଣ୍ଡିଙ୍ଗା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦ କିଶୋର ବିଶ୍ଵାଳ, ମୁଖ୍ୟ ବକ୍ତା ଆଞ୍ଚଳିକ ସଂସ୍କୃତ ମହାବିଦ୍ୟାଳୟ, ପଲ୍ଲୀର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପରିଡା, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଏ.ବି. ଇ.ଓ ଶ୍ରୀଯୁକ୍ତ ନିରଞ୍ଜନ ସେନାପତି ଯୋଗ ଦେଇଥିଲେ l

ପ୍ରଦୀପ ପ୍ରଜ୍ଜୋଳନ କରି ଗୋଲକ ଚନ୍ଦ୍ର ଘଡିଆଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ନାଲି ଫିତା କାଟି ମୁଖ୍ୟ ଅତିଥି ଉଦ୍ଘାଟନ ଦିବସର ଶୁଭାରମ୍ଭ କରିଥିଲେ l ଆଜିର ମ୍ୟାଚ ୧୨ ଓଭର ବିଶିଷ୍ଟ ହୋଇଥିବା ବେଳେ ଗଣପତି ଇଲେଭେନ ପର୍ଶୀଙ୍ଗା କୁ ୫୦ ରନରେ ସାଇ ଇଲେଭେନ ବେଲମଳl ପରାସ୍ତ କରିଛି l ଆଜିର ମ୍ୟାଚକୁ ଜୀବନ ନାୟକ ଏବଂ ଶୁଭମ୍ ପଣ୍ଡା ପରିଚାଳନା କରିଥିଲେ l ଶ୍ରୀଯୁକ୍ତ ହରିହର ମିଶ୍ର ଓ ଶ୍ରୀଯୁକ୍ତ ପ୍ରାଣବନ୍ଧୁ ନାୟକ ଖେଳର ଧାରା ବିବରଣୀ ପ୍ରଦାନ ଏବଂ ଶ୍ରୀ ଅଂଶୁମାନ ମିଶ୍ର ଓ ଶ୍ରୀ ହରେକୃଷ୍ଣ ମହାଳିକ ସ୍କୋରବୋର୍ଡ କାର୍ଯ୍ୟ ସୂଚାରୁରୂପେ ତୁଲାଇଥିଲେ l

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!