ଛତିଶଗଡ଼ରେ ୨୨ ଯବାନ ସହିଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଟାର୍ଗେଟ୍ କଲା ବିଜେପି
ରାୟପୁର,(ବାଘୁଆବାର୍ତ୍ତା):: ଛତିଶଗଡ଼ର ବିଜାପୁରରେ ମାଓବାଦୀମାନଙ୍କ ଅତର୍କିତ ଆକ୍ରମଣରେ ୨୨ଜଣ ଯବାନ ସହିଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ବିଜେପି ଟାର୍ଗେଟ୍ କରିଛି। ବିଜେପି ସାଂସଦ ଦିଲୀପ...








