ଟିପିସିଓଡିଏଲ୍ ଆରମ୍ଭ କଲା ସ୍ବତନ୍ତ୍ର ଆପ, ବିଦ୍ୟୁତ ଗ୍ରାହକମାନେ ମିଟର ରିଡିଂ କରି ବିଲ ପୈଠ କରିପାରିବେ,
ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସେଲ୍ଫ-ମିଟର ରିଡିଂ ଆପ୍-ଟିପିସିଓଡିଏଲ୍ ମିତ୍ରକୁ ଉନ୍ମୋଚନ କରାଯାଇଛି । ଏହା ଜରିଆରେ ଗ୍ରହକମାନଙ୍କ ନିଜେ...







