Friday, November 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଣେ ମହିଳା ସମେତ ୪ ନକଲି ମାଓବାଦୀ ଗିରଫ

by ସଞ୍ଜୟ ସ୍ୱାଇଁ
April 9, 2023
in Crime, State
ଜଣେ ମହିଳା ସମେତ ୪ ନକଲି ମାଓବାଦୀ ଗିରଫ
58
VIEWS
Share on FacebookShare on Twitter

କୋରପୁଟ, (ବାଘୁଆବାର୍ତ୍ତା): କୋରାପୁଟ ପୋଲିସ ପକ୍ଷରୁ ଚାରି ନକଲି ମାଓବାଦୀ ଗିରଫ। ଜଣେ ଯୁବତୀ ସହ ଚାରି ଗିରଫ। ଫୋନ ମାଧ୍ୟମରେ ମାଓବାଦୀ ପରିଚୟ ଦେଇ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଉଥିଲେ। ଯୁବତୀ କାଜଲ ମହାନନ୍ଦିଆ ନିଜକୁ ମହିଳା କମାଣ୍ଡର ଭାବେ ପରିଚୟ ରଖୁଥିଲେ। ପୋଲିସ ନିକଟରେ ଅଭିଯୋଗ କଲେ ପ୍ରଜା କୋର୍ଟରେ ଦଣ୍ଡିତ ହେବା ନେଇ ଧମକପୂର୍ଣ୍ଣ ଫୋନ କଲ୍ କରୁଥିଲେ।

ସମସ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କଠୁ ନଗଦ ଟଙ୍କା ଜବତ କରାଯାଇଛି। ଏ ନେଇ ପାଡୁଆ ଥାନାରେ ଅଭିଯୋଗ ପରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ନନ୍ଦପୁର, ସେମିଳିଗୁଡା ଦାମନଯୋଡି ଓ ଡିଭିଏଫ ମିଳିତ ଉଦ୍ୟମରେ ଟଙ୍କା ଲେଣଦେଣ ସମୟରେ ଚାରିଜଣଙ୍କୁ ଗିରଫ କରାଯାଇଛି। ଗିରଫ ଚାରିଜଣ କାଜଲ ମହାନନ୍ଦିଆ, ରବିନ୍ଦ୍ର ମହାନନ୍ଦିଆ, ଧିରେନ୍ଦ୍ର ମହାନନ୍ଦିଆ,ବାଦଲ ମହାନନ୍ଦିଆ। ଏମାନଙ୍କ ଠାରୁ ୫୦ହଜାର ନଗଦ ଟଙ୍କା, ଗୋଟିଏ ରଙ୍ଗ କପଡ଼ା ସହ ସ୍କୁଟି ଜବତ୍ କରି ଆଜି କୋର୍ଟ ଚାଲାଣ କରାଯାଇଥିବା କୋରାପୁଟ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!