Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଳବୌଶାଖୀ ପ୍ରଭାବ @ ବ୍ୟାପକ କ୍ଷୟକ୍ଷତି

by Anil Panda
May 10, 2020
in Breaking
Kala Baisakhi
38
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କାଳବୈଶାଖୀର ପ୍ରଭାବରେ ଖଣ୍ଡପଡ଼ା ବ୍ଳକ ଅଂଚଳର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ଅନେକ ଗ୍ରାମରେ କଚ୍ଚାଘର ଭାଙ୍ଗି ଯାଇଥିବା ବେଳେ ଚାଳ, ଟିଣ ଓ ଆଜବେଷ୍ଟସ ଛପର ଘର କ୍ଷତିଗ୍ରସ୍ତ ହେବା ହୋଇଛି । ବର୍ଷା ଓ ପବନର ପ୍ରଭାବରେ ରାସ୍ତା ପାଶ୍ୱର୍ ଗଛର ଡ଼ାଳ ଭାଙ୍ଗି ପଡ଼ିବାରୁ ଖଣ୍ଡପଡା-କଂଟିଲୋ ଓ ଖଳିସାହି- ଆଡକଟା ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି । ମୁଖ୍ୟ ରାସ୍ତା ଉପରେ ପଡ଼ି ରହିଥିବା ଗଛଡାଳ ଗୁଡ଼ିକୁ ହଟାଇ ଦେବା ନିମନ୍ତେ ସ୍ଥାନୀୟ ବାସିନ୍ଦା ଲାଗି ପଡ଼ିଛନ୍ତି । କାଳବୈଶାଖୀ ଯୋଗୁଁ ଆମ୍ବ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଚଳିତ ବର୍ଷ ଆମ୍ବ ଫସଲ ସେତେଟା ଭଲ ନଥିବା ବେଳେ ବର୍ଷା ଓ ପବନର ପ୍ରଭାବରେ ଗଛରୁ ଆମ୍ବଗୁଡିକ ଖସିପଡି ନଷ୍ଟ ହୋଇଥିବା ଅନେକ ଆମ୍ବଚାଷୀଙ୍କ ଠାରୁ ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ତାର ଉପରେ ଗଛ ଡାଳ ଭାଙ୍ଗି ପଡ଼ିବା ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହାତ ହୋଇଛି । ଅଚଂଳବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇଦେବା ନିମନ୍ତେ ଫେଡ୍‌କୋ ଓ ସେସୁ କର୍ତୁପକ୍ଷ ଲାଗିପଡିଥିବା ବିଭାଗୀୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!