Saturday, November 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪ ବିବାହ ପଡିଲା ମହଙ୍ଗା, ବନ୍ଧା ହେଲେ ରସିକିଆ ଜେଇ

by ସଞ୍ଜୟ ସ୍ୱାଇଁ
March 22, 2023
in Crime, State
୪ ବିବାହ ପଡିଲା ମହଙ୍ଗା, ବନ୍ଧା ହେଲେ ରସିକିଆ ଜେଇ
229
VIEWS
Share on FacebookShare on Twitter

ରାୟଗଡା, (ବାଘୁଆବାର୍ତ୍ତା): ଚାରୋଟି ବିବାହ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି ପୂର୍ତ୍ତ ବିବାହ ଜେଇଙ୍କୁ । ୪ ଜଣଙ୍କୁ ବିବାହ କରିବା ଆସିଛି ଅଭିଯୋଗ । ବନ୍ଧା ହେଲେ ରସିକିଆ ଜେଇ। ପୂର୍ତ୍ତ ଓ ଗୃହ ନିର୍ମାଣ ଯନ୍ତ୍ରୀ ଗୋପୀନାଥ କିଷାନଙ୍କୁ ଗିରଫ କରିଛି ରାୟଗଡା ପୋଲିସ। ଗୋପୀନାଥ କିଷାନ ଗୋଟିଏ କି ଦୁଇଟି ନୁହେଁ ଏକା ଥରେ ଚାରି ଚାରି ଜଣଙ୍କୁ ବିବାହ କରିଥିବା ହୋଇଛି ଅଭଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି ତାଙ୍କର ଚତୁର୍ଥ ପତ୍ନୀ ସୁନୀତା କିସାନ। ଜଣେ ସ୍ତ୍ରୀ ଥିବା ସତ୍ତ୍ୱେ କିଷାନ ଆଉ ତିନି ଜଣଙ୍କୁ ବିବାହ କରିଛନ୍ତି ବୋଲି ସେ କହିଛନ୍ତି । ଏପରିକି ସେ ବିଭିନ୍ନ ସମୟରେ ସୁନୀତାଙ୍କୁ ସେ ଶାରିରୀକ ଓ ମାନସିକ ନିର‌୍ୟାତନା ଦେଉଥିବା ଥାନାରେ ଅଭିଯୋଗ ହୋଇଛି । ମାଟ୍ରିମୋନିଆଲ ସାଇଡରୁ ଉଭୟଙ୍କ ସମ୍ପର୍କ ଗଢି ଉଠିଥିବା ବେଳେ ପରିବାର ଲୋକଙ୍କ ସମତିରେ ବିବାହ ହୋଇଥିଲା । ହେଲେ ୫ମାସ ପରେ ସମ୍ପର୍କରେ ଆସିଥିଲା ତିକ୍ତତା । ସୁନୀତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ବେଳେ ସୁନୀତା ତାଙ୍କର ଚତୁର୍ଥ ସ୍ତ୍ରୀ ବୋଲି ଜାଣି ପାରିଥିଲେ। ପରେ ଘଟଣା ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ସୁନୀତା । ସମସ୍ତ ପ୍ରମାଣକୁ ଭିତ୍ତି କରି ପୋଲିସ୍ ତାଂକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!